Detective Agency In Bangalore By: Ion Detective
Visit Ion Detective Agency in Bangalore : Our understanding team recognize that Pre Matrimonial investigations & Post Matrimonial Investigation can be suitable from infidelity cases to family background verification. While upholding privacy, we therefore handle each case with ultimate privacy, find out information from other people by taking with them and submit the result of the investigation to our client.(read entire article)(posted on: 2024-08-12)
View : 32 Times
Sheet Metal Chair Designs For Auditorium Room By: Shalin Designs
Discover top-quality Sheet Metal Chair Designs for auditorium rooms with Shalin Designs. Precision-engineered for comfort, durability, and aesthetic appeal.(read entire article)(posted on: 2024-08-12)
View : 40 Times
Popular Cat Breeds For Indian Homes By: Pawsandpaws
Read this blog to know - Popular Cat Breeds for Indian Homes(read entire article)(posted on: 2024-08-12)
View : 67 Times
Data Science For Ethical Ai Development By: Suresh
As we delve into the realm of Data Science for Ethical AI Development, it becomes imperative to explore how these two fields can harmoniously coexist to foster innovation while upholding ethical standards.(read entire article)(posted on: 2024-08-12)
View : 61 Times
୨୦୨୮ ଆମେରିକାର ଲସ୍ ଏଞ୍ଜେଲ୍ସରେ ଅଲମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ By: Argus News
୧୮ ଦିନର ରୋମାଞ୍ଚ ସହ ଶେଷ ହୋଇଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲମ୍ପିକ୍ସ। ୨୦୨୮ରେ ଆମେରିକାର ଲସ୍ ଏଞ୍ଜେଲ୍ସ ଆୟୋଜନ ହେବ ୩୪ତମ ସଂସ୍କରଣ। ଗୋଟିଏ ରୌପ୍ୟ ଏବଂ ୫ଟି ବ୍ରୋଞ୍ଜ ମୋଟ ୬ଟି ପଦକ ସହ ୭୨ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ କିନ୍ତୁ ପ୍ୟାରିସ୍ ଅଲମ୍ପିକ୍ସରେ ଜିତିପାରିନି ସ୍ବର୍ଣ୍ଣ ପଦକ। ସୁଟର ମନୁ ଭାକର ଏବଂ ହକି ଷ୍ଟାର୍ ପିଆର୍ ଶ୍ରୀଜେଶ ଉଦଯାପନୀ ଉତ୍ସବରେ ଭାରତର ଜାତୀୟ ପତାକା ଧରିଥିଲେ। ଜାଭେଲିନ ଥ୍ରୋ'ରେ ନୀରଜ ଚୋପ୍ରା ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ବେଳେ, ସୁଟିଂରୁ ସର୍ବାଧିକ ୩ଟି ଏବଂ ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି। ୧୨୪ ବର୍ଷ ଅଲମ୍ପିକ୍ସ ଇତିହାସରେ ଭାରତ ଜିତିଛି ୪୧ ପଦକ।(read entire article)(posted on: 2024-08-12)
View : 32 Times
ବିବାଦ ଘେରରେ ହଲିଉଡ ସୁପରଷ୍ଟାର ଟମ କ୍ରୁଜଙ୍କ ଫ୍ୟାନ୍ By: Argus News
ବିବାଦ ଘେରରେ ହଲିଉଡ ସୁପରଷ୍ଟାର ଟମ କ୍ରୁଜଙ୍କ ଫ୍ୟାନ୍। ଅଲମ୍ପିକ୍ସର କ୍ଲୋଜିଙ୍ଗ ସେରିମନିରେ ଚୁମ୍ବନ ଦେଇ ହେଲେ ଟ୍ରୋଲର ଶିକାର। ବାସ୍ତବରେ ପ୍ୟାରିସ ଅଲିମ୍ପିକ୍ସ ବନ୍ଦ ସମାରୋହରେ ଯେତେବେଳେ ଟମ୍ କ୍ରୁଜ୍ ନିଜ ଫ୍ୟାନ୍ସ ମାନଙ୍କ ସହିତ ହାତ ମିଳାଉଥିଲେ ସେତେବେଳେ ଜଣେ ମହିଳା ନିଜ ଫୋନରେ ଭିଡିଓ କରିବା ପାଇଁ ଟମ୍ ଙ୍କ ଗାଲକୁ ଚୁମ୍ବନ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ନିନ୍ଦା କରିଛନ୍ତି ଲକ୍ଷ ଲକ୍ଷ ୟୁର୍ଜସ।
ଭିଡିଓ ଭାଇରାଲ ହେବାପରେ ଏବେ ଅନେକ ବିବାଦ ସୃଷ୍ଟି କରିଛି। ସୋସିଆଲ ମିଡିଆ ୟୁଜର୍ସ ଏହାକୁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବୋଲି କହିଛନ୍ତି। ତାସହିତ ଲିଙ୍ଗଗତ ଭେଦଭାବକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଯଦି ସମାନ ବ୍ୟବହାର ଜଣେ ସେଲିବ୍ରିଟି ନିଜ ଫ୍ୟାନ ସହିତ କରିଥାନ୍ତା ତାହେଲେ କ'ଣ ହୋଇଥାନ୍ତା ? ମହିଳା ଜଣକ ଟମଙ୍କ ସମ୍ମତି ମାଗିଥିଲେ କି? ଯଦି କୌଣସି ମହିଳା ସେଲିବ୍ରିଟିଙ୍କ ସହିତ ସମାନ ବ୍ୟବହାର ହୋଇଥାନ୍ତା ତାହେଲେ କଣ ସେଠାରେ ଥିବା ଅଡିଏନ୍ସ ଏପରି ଉପଭୋଗ କରିଥାନ୍ତେ? ବରଂ ସେହି ପୁରୁଷ ଜଣଙ୍କୁ ଜିଅନ୍ତା ଜାଳିଦେବାର ବ୍ୟବସ୍ଥା କରିଥାନ୍ତେ, ଏଭଳି ଅନେକ ପ୍ରଶ୍ନ କରି ନିନ୍ଦା କରିଛନ୍ତି ୟୁଜର୍ସ।(read entire article)(posted on: 2024-08-12)
View : 30 Times
ପାକିସ୍ତାନ ନୁହେଁ ବାଂଲା ଜଳିବା ପଛରେ ଆମେରିକା ? By: Argus News
ବାଂଲାକୁ ନେଇ ଏବେ ପୁରା ବିଶ୍ଵରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆମେରିକା ବିରୋଧରେ ଯେଉଁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ଶେଖ ହସିନା ନିଜ ସରକାରର ପତନ ପଛରେ ଆମେରିକାର ହାତ ଥିବା ଦାବି କରିଛନ୍ତି । ଅଭିଯୋଗ କରିଛନ୍ତି, ଆମେରିକାକୁ ସେଣ୍ଟ ମାର୍ଟିନ୍ ଦ୍ୱୀପ ହସ୍ତାନ୍ତର ନକରିବା କାରଣରୁ ଆମେରିକା ଷଡଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିଦେଇଛି ଏବଂ ବାଂଲାରେ ଅଶାନ୍ତ ସୃଷ୍ଟି କରିଛି । ଏହାସହ ସେଣ୍ଟ ମାର୍ଟିନ ଦ୍ୱୀପ ପଶ୍ଚିମବଙ୍ଗ ନିକଟବର୍ତ୍ତୀ ଓ ଏହି ଦ୍ୱୀପକୁ ଆମେରିକା ଦଖଲ କରି ଭାରତରେ ତା'ର ପ୍ରଭୁତ୍ୱ ଜାହିର କରିବାକୁ ଚାହୁଁଥିବା କଥା ହସିନା କହିଛନ୍ତି । ଏହାସହ ଶେଖ ହସିନା ବାଂଲାଦେଶୀ ନାଗରିକମାନଙ୍କୁ କଠୋରପନ୍ଥୀଙ୍କ କଥାରେ ଭାସି ନଯାଇ ଦେଶରେ ଶାନ୍ତି ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।(read entire article)(posted on: 2024-08-12)
View : 29 Times
Tools And Practices For Uncovering Your Inner Wisdom – The Journey Of Self-discovery By: Chaitanya Kumari
It is the most interesting one, as it helps one in realizing his/her true potential and also the purpose of being born on this planet. While it is not easy, there are tool practices to help you in this journey of self-discovery.(read entire article)(posted on: 2024-08-12)
View : 50 Times
Revolutionize Your Business Operations With Sap Business One Erp By: Reet Yadav
The integration of technology into business processes not only enhances efficiency but also drives innovation and growth.(read entire article)(posted on: 2024-08-12)
View : 43 Times
Toddpipe And Supplier Data Extraction: Boost Efficiency And Insight By: iwebdatascraping
Optimize Operations, Enhance Market Insights, and Improve Decision-Making Efficiency with Toddpipe and Supplier Data Extraction.(read entire article)(posted on: 2024-08-12)
View : 41 Times
© 2006 123ArticleOnline.com. All Rights Reserved. Use of our service is protected by our Privacy Policy and Terms of Service