123ArticleOnline Logo
Welcome to 123ArticleOnline.com!

www.sunraysaunas.com
ALL >> General

Articles on General Topics

Page: << <    186  187  188  189 [190]  191    > >>

Yoga Classes In Ahmedabad    By: nirvikalpyoga
In the vibrant city of Ahmedabad, where the hustle and bustle of daily life can often feel overwhelming, there exists a haven of tranquility and inner peace: Nirvikalpa Yoga classes. Nestled amidst the urban landscape, these sanctuaries of self-discovery offer a respite from the chaos, inviting individuals to embark on a journey of holistic wellness and spiritual awakening.(read entire article)(posted on: 2024-08-30)
View : 17 Times

Htmc Group: Leading Talcum Manufacturer And Supplier In India    By: Sandeep Baid
In the vibrant and diverse industrial landscape of India, HTMC Group stands out as a premier talcum manufacturer and supplier. With a reputation built on quality, reliability, and innovation, HTMC Group has established itself as a key player in the talcum powder industry. This article explores the company's expertise, production capabilities, and its role in serving various sectors across the country.(read entire article)(posted on: 2024-08-30)
View : 20 Times

Ace Parkside Realty Codename 180 Thane Anand Nagar Kasarvadavali Ghodbunder Road    By: Ace Parkside
Ace Parkside Realty Codename 180 offers grand 1 2 & 3 BHK at Kasarvadavali Ghodbunder Road Thane West Call +91 9890969249 for site location floor plan project brochure price sample flat video sales office address. visit us - https://ace180parkside.com(read entire article)(posted on: 2024-08-30)
View : 17 Times

ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା    By: Argus News
ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା। ଏଏନଏମ ସେଣ୍ଟର ସ୍ଥାନାନ୍ତର ଦାବିରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ରିଆମାଳ ବ୍ଲକ ଲୁଲଙ୍ଗ ଗ୍ରାମପଞ୍ଚାୟତ ରେଙ୍ଗାଳପାଲି ଗାଁରେ ନିର୍ମାଣ ହେଉଥିବା ଏ.ଏନ୍‌.ଏମ୍‌. ସେଣ୍ଟର ପଞ୍ଚାୟତ ସଦର ମହକୁମାରେ ନିର୍ମାଣ ପାଇଁ ଦାବି ହୋଇଛି ।(read entire article)(posted on: 2024-08-30)
View : 10 Times

ଆସିଲାଣି ପାର୍ବଣ ଋତୁ, ଚାରିଆଡେ ଜମିବ ପୂଜାର ମାହୋଲ    By: Argus News
ଆସିଲାଣି ପାର୍ବଣ ଋତୁ। ଚାରିଆଡେ ଜମିବ ପୂଜାର ମାହୋଲ। ଗଣେଶ ପୂଜା ପରେ ପରେ ଦୁର୍ଗାପୂଜା ରେ କମ୍ପିବ ସିଲଭରସିଟି କଟକ। ଏହି ସମୟରେ କିପରି ସହରର ପରିବେଶକୁ ସୁସ୍ଥ ଓ ଅପରାଧ ମୁକ୍ତ ରଖିବ ସେନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ଏକ ସ୍ୱତନ୍ତ୍ର ଅଭିଯାନ। ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ । ଏହି ସଚେତନତା ବାର୍ତ୍ତା କିପରି ସବୁ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଏକ ଗୀତ ହୋଇଛି ରେକର୍ଡ। ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମାନନ୍ଦ ଙ୍କ କମ୍ପୋଜିସନ , ଏସପି କୃଷ୍ଣ ଚନ୍ଦ୍ର ସେଠିଙ୍କ ଲେଖା ଓ ଲିଡିଂ ଗାୟିକା ଦୀପ୍ତିରେଖାଙ୍କ କଣ୍ଠଦାନ ବଳରେ ଏହି ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ ଗୀତଟି ଆଜି କଟକ ମଧୁପାଟଣା ସ୍ଥିତ ମିଳନ ଷ୍ଟୁଡିଓ ରେ ରେକର୍ଡ କାରଯାଇଛି ।(read entire article)(posted on: 2024-08-30)
View : 14 Times

ପ୍ରବଳରୁ ଅତି ପ୍ରବଳ ବର୍ଷିବ, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ    By: Argus News
ସଦୃଶ ଲଘୁଚାପରେ ପରିଣତ ହେଲା ଗତକାଲି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ବର୍ତ୍ତମାନ ଏହା ପଶ୍ଚିମ କେନ୍ଦ୍ରୀୟ ଓ ତତ-ସଂଲଗ୍ନ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳରେ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ମୁହାଁ ହୋଇ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ଫଳରେ ଆଗାମୀ ୩ ଦିନ ଅର୍ଥାତ ୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଂଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାକୁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।(read entire article)(posted on: 2024-08-30)
View : 12 Times

ପରିଚାଳନା କମିଟିର ବୈଠକରେ ନିଷ୍ପତ୍ତି; ନାଟମଣ୍ଡପରେ ଲାଗିବ Ac    By: Argus News
ପରିଚାଳନା କମିଟିର ବୈଠକ ଶେଷ । ଦୀର୍ଘ 4 ଘଣ୍ଟାରୁ ଉର୍ଦ୍ଧ୍ବ ଚାଲିଥିଲା ବୈଠକ । ଶ୍ରୀମନ୍ଦିର ବଜେଟ୍ 2024-25 ଆର୍ଥିକ ବର୍ଷର 413 କୋଟି ଟଙ୍କାର ବ୍ୟୟ ଅଟକଳ । 103 କୋଟି ଟଙ୍କାର ବଳକା ବଜେଟ୍ । ରାଜ୍ୟ ସରକାର 500 କୋଟି ଟଙ୍କାର କର୍ପସ ଫଣ୍ଡ୍ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହୋଇଛି ।(read entire article)(posted on: 2024-08-30)
View : 18 Times

ମଙ୍କିପକ୍ସ ଭାଇରସ୍,ଓଡ଼ିଶାରେ ପ୍ରସ୍ତୁତ ହେଲା Instant Testing Kit    By: Argus News
ବିଶ୍ବକୁ ନୂଆ ବିପଦ,କରୋନା ପରେ ମଙ୍କିପକ୍ସ ଆତଙ୍କ,ଅନେକ ଦେଶର ଲୋକ ହେଲେଣି ସଂକ୍ରମିତ । କରୋନା ମହାମାରୀ କବଳରୁ ସାରା ବିଶ୍ବ ନିକଟରେ ରକ୍ଷା ପାଇଥିବା ବେଳେ ଏବେ ପୁଣି ଡରାଇଲାଣି ମଙ୍କିପକ୍ସ। ଅଗଷ୍ଟ ୧୪ ତାରିଖରେ ଡବ୍ଲୁଏଚଓ ଏହାକୁ ନେଇ ଗ୍ଲୋବାଲି ଡିକ୍ଲେୟାର କରିସାରିଛି। ତେବେ ଏହାକୁ ଚିହ୍ନିବା ପାଇଁ ଭୁବନେଶ୍ୱର ଇମଜିନେକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଛି ଇନଷ୍ଟାନ୍ସ ଟେଷ୍ଟିଙ୍ଗ କିଟ୍ । ଦୀର୍ଘ ଦିନର ପରୀକ୍ଷା ନିରୀକ୍ଷା ପରେ ଏହାକୁ ପ୍ରସ୍ତୁତ କରାଯାଇଛି । ଯାହା ଦ୍ଵାରା ଆକ୍ରାନ୍ତଙ୍କୁ ୧୦ ରୁ ୧୫ ମିନିଟ ମଧ୍ୟରେ ଚିହ୍ନଟ କରିହେବ ,ଆଉ ସେ ବି ମାତ୍ର ୨୦ ରୁ ୩୦ ଟଙ୍କା ଖର୍ଚ୍ଚ କରି । ଆଇସିଏମଆରର ମୋହର ବାଜିଲା ପରେ ,ଖୁବ୍ ଶୀଘ୍ର ଜନ ସ୍ବାସ୍ଥ୍ୟ କାର୍ଯ୍ୟରେ ଏହି କିଟ୍ ବ୍ୟବାହର ହେବ ।(read entire article)(posted on: 2024-08-30)
View : 16 Times

Narcolepsy Market Growth Is Driven By Increased Awareness And Diagnosis    By: colin
The narcolepsy market primarily consists of products such as sodium oxybate, modafinil, and pitolisant used in the treatment of narcolepsy(read entire article)(posted on: 2024-08-30)
View : 16 Times

Revolutionize Your Business: Boost Core Operations With Elite Erp Software!    By: Reet Yadav
One of the most powerful tools available to businesses today is Enterprise Resource Planning (ERP) software.(read entire article)(posted on: 2024-08-30)
View : 24 Times


Page: << <    186  187  188  189 [190]  191    > >>

See As RSS




Login To Account
Login Email:
Password:
Forgot Password?
New User?

Sign Up Newsletter
Email Address: