123ArticleOnline Logo
Welcome to 123ArticleOnline.com


Here's the recent articles submitted by abinash das

Articles By abinash das

Page: << <   [46]  47  48    > >>


ମଙ୍କିପକ୍ସ ଭାଇରସ୍,ଓଡ଼ିଶାରେ ପ୍ରସ୍ତୁତ ହେଲା Instant Testing Kit    Submitted as: Argus News
ବିଶ୍ବକୁ ନୂଆ ବିପଦ,କରୋନା ପରେ ମଙ୍କିପକ୍ସ ଆତଙ୍କ,ଅନେକ ଦେଶର ଲୋକ ହେଲେଣି ସଂକ୍ରମିତ । କରୋନା ମହାମାରୀ କବଳରୁ ସାରା ବିଶ୍ବ ନିକଟରେ ରକ୍ଷା ପାଇଥିବା ବେଳେ ଏବେ ପୁଣି ଡରାଇଲାଣି ମଙ୍କିପକ୍ସ। ଅଗଷ୍ଟ ୧୪ ତାରିଖରେ ଡବ୍ଲୁଏଚଓ ଏହାକୁ ନେଇ ଗ୍ଲୋବାଲି ଡିକ୍ଲେୟାର କରିସାରିଛି। ତେବେ ଏହାକୁ ଚିହ୍ନିବା ପାଇଁ ଭୁବନେଶ୍ୱର ଇମଜିନେକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଛି ଇନଷ୍ଟାନ୍ସ ଟେଷ୍ଟିଙ୍ଗ କିଟ୍ । ଦୀର୍ଘ ଦିନର ପରୀକ୍ଷା ନିରୀକ୍ଷା ପରେ ଏହାକୁ ପ୍ରସ୍ତୁତ କରାଯାଇଛି । ଯାହା ଦ୍ଵାରା ଆକ୍ରାନ୍ତଙ୍କୁ ୧୦ ରୁ ୧୫ ମିନିଟ ମଧ୍ୟରେ ଚିହ୍ନଟ କରିହେବ ,ଆଉ ସେ ବି ମାତ୍ର ୨୦ ରୁ ୩୦ ଟଙ୍କା ଖର୍ଚ୍ଚ କରି । ଆଇସିଏମଆରର ମୋହର ବାଜିଲା ପରେ ,ଖୁବ୍ ଶୀଘ୍ର ଜନ ସ୍ବାସ୍ଥ୍ୟ କାର୍ଯ୍ୟରେ ଏହି କିଟ୍ ବ୍ୟବାହର ହେବ ।(read entire article)
View : 119 Times
Category : General

ଭାରତ ଖୁସି-ଦୁଃଖରେ ପାକିସ୍ତାନ !    Submitted as: Argus News
ଉପରେ ହସୁଛି ଭିତରେ ଗୁମୁରି କାନ୍ଦୁଛି ପାକିସ୍ତାନ। ସାରା ବିଶ୍ବରେ ଖୁସିର ମାହୋଲ ଥିବାବେଳେ ଏମିତି କଣ ହୋଇଗଲା ପାକିସ୍ତାନର । ଖବର ଭିତରକୁ ଗଲେ ଆପଣ ବୁଝିଯିବେ ଆପେ ଆପେ । ୩୫ ବର୍ଷ ବୟସରେସର୍ବ କନିଷ୍ଠ ବ୍ୟକ୍ତି ଭାବେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି ଜୟ ଶାହ। ୨୦୨୪ଡିସେମ୍ବର୧ରେ ଗ୍ରେଗ୍ଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ ଶାହ। ମିଳିଥିବା ସୂଚନା ଅନୁଯାୟୀ ଆଇସିସି ନିୟମ ଅନୁସାରେ ଅଧ୍ୟକ୍ଷ ନିର୍ବାଚନ ଲାଗି ୧୬ଜଣ ସଦସ୍ୟ ଭୋଟ୍ ଦେଇଥାନ୍ତି,ମାତ୍ର ୧୫ ଭୋଟ୍ ଶାହଙ୍କୁ ମିଳିଥିବାବେଳେ ଖଣ୍ଡେ ଭୋଟ୍ ମିଳିନଥିଲା ତାହ ପାକିସ୍ତାନ ଦେଇନଥିବା ଚର୍ଚ୍ଚା ହେଉଛି।(read entire article)
View : 136 Times
Category : General

ଥଣ୍ଡା ଏବଂ କାଶରୁ ମୁକ୍ତି ଦେବ ତୁଳସୀ ପାଣି    Submitted as: Argus News
ଔଷଧୀୟ ଗୁଣରେ ଭରପୂର ତୁଳସୀ ପତ୍ର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ସହାୟକ ହୋଇପାରେ । ତୁଳସୀ ପତ୍ରରେ ପ୍ରୋଟିନ୍, ଭିଟାମିନ୍ ସି, କ୍ୟାଲସିୟମ୍, ଜିଙ୍କ୍, ଭିଟାମିନ୍ B6, ଆଇରନ୍, ଭିଟାମିନ୍ ଡି, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଫାଇବର ଏବଂ ସୋଡିୟମ୍ ପରି ଭଲ ପରିମାଣର ଉପାଦାନ ମିଳିଥାଏ । ଯଦି ଆପଣ ନିୟମିତ ଭାବରେ ତୁଳସୀ ପତ୍ରରୁ ପାଣି ପିଅନ୍ତି ତେବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁ ପରିମାଣରେ ଦୃଢ ହୋଇପାରିବ । ତେଣୁ ତୁଳସୀ ପାଣି ପିଇବାର ଏଗୁଡ଼ିକ କିଛି ଲାଭ ...(read entire article)
View : 126 Times
Category : General

ପାଟି ଦୁର୍ଗନ୍ଧ ଦୂର କରିବାର ସହଜ ଉପାୟ    Submitted as: Argus News
ଅନେକ ଥର ଦାନ୍ତ ଘଷିବା ପରେ ମଧ୍ୟ ପାଟି ଦୁର୍ଗନ୍ଧ ହେବାକୁ ଲାଗେ । ଏହାର ଓଜନ ଦାନ୍ତ ଏବଂ ଦାନ୍ତର କ୍ଷୟ କିମ୍ବା ପେଟକୁ ଖରାପ କରିପାରେ । ଖରାପ ନ ଦୂର କରିବା ପାଇଁ କେଉଁ ଘରୋଇ ଉପଚାର ଗ୍ରହଣ କରାଯିବା ଉଚିତ୍ ଜାଣନ୍ତୁ?(read entire article)
View : 127 Times
Category : General

ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ଓ୍ବାଇ କ୍ରୋମୋଜୋମ    Submitted as: Argus News
ବିଜ୍ଞାନ ସବୁବେଳେ ଆମକୁ ଚକିତ କରିଛି। ହେଲେ ଏଥର ବିଜ୍ଞାନ ଏମିତି ଏକ ରହସ୍ୟ ଭେଦ କରିଛି। ଯାହା ମନୁଷ୍ୟ ଜାତିର ଅସ୍ଥିତ୍ବକୁ ଆଶଙ୍କା ଭିତରକୁ ଠେଲି ଦେଇଛି। ସେମିତି ଏକ ଆଶ୍ଚର୍ଯ୍ୟ କଲାଭଳି ରିପୋର୍ଟ ଏବେ ସାମ୍ନାକୁ ଆସିଛି । ଏହି ଅଧ୍ୟୟନ ଅନୁସାରେ ପୁରୁଷଙ୍କ ଓ୍ବାଇ କ୍ରୋମୋଜୋମ ଧୀରେ ଧୀରେ ବିଲୁପ୍ତ ହେବାରେ ଲାଗିଛି । ଏଭଳି ଆଶଙ୍କା କରାଯାଉଛି ଭବିଷ୍ୟତରେ ପୁରୁଷ ଲୋପ ପାଇଯିବେ।(read entire article)
View : 120 Times
Category : General

ସ୍ପାଇସଜେଟକୁ ଝଟକା: ଅଧିକ ତଦାରଖରେ ରଖିବାକୁ ନିଷ୍ପତ୍ତି ନେଲା Dgca    Submitted as: Argus News
ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଗୁରୁବାର ଦିନ ସଙ୍କଟଜନକ ସ୍ପାଇସଜେଟକୁ ଅଧିକ ତଦାରଖରେ ରଖିବାକୁ ନିଷ୍ପତ୍ତି ନେଇଛି । ଏହା ଅଧୀନରେ ବିମାନ ଚଳାଚଳ କାର୍ଯ୍ୟର ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ସ୍ପଟ୍ ଚେକ୍ ଏବଂ ନାଇଟ୍ ସିସିଟିଭି ବୃଦ୍ଧି କରାଯିବ ।(read entire article)
View : 137 Times
Category : General

ବିନା ଛାତ ବିନା କବାଟରେ ହୋଟେଲ ରୁମ    Submitted as: Argus News
ଆଜିକା ବ୍ୟସ୍ତବହୁଳ ଜୀବନରେ ସମସ୍ତେ ବାହାରେ ବୁଲାବୁଲି କରିବାକୁ ପସନ୍ଦ କରନ୍ତି। ବୁଲାବୁଲି କରିବା ପରେ ଆପଣ କଣ ଚାହାନ୍ତି କହିଲେ। ଆପଣ ଠିକ ଗେସ କଲେ ବୁଲାବୁଲି କରିସାରିଲେ ପରେ ମଣିଷ ଟିକେ ଶାନ୍ତିରେ ଶୋଇବାକୁ ଚାହେଁ। ଭଲ ହୋଟେଲରେ ଟେଷ୍ଟି ଖାଇବା ସମସ୍ତେ ଚାହାନ୍ତି। ଏମିତି ଏକ ହୋଟେଲରେ ସମସ୍ତେ ରହିବାକୁ ଚାହିଁଥାନ୍ତି ଯାହାର ଚାରିପଟେ ସୁରକ୍ଷିତ କାନ୍ଥ ରହିଥାଏ। କିନ୍ତୁ ଆପଣ ଶୋଇଥିବାବେଳେ ଯଦି ସେହି କାନ୍ଥ ଗାୟବ ହୋଇଯାଏ।(read entire article)
View : 154 Times
Category : General

କଟକ ବାସୀ ଙ୍କ ପାଇଁ 100 କୋଟି ଟଙ୍କା ପକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ    Submitted as: Argus News
ଆସନ୍ତାକାଲି କଟକ ଗସ୍ତ କରିବେ ଧର୍ମେନ୍ଦ୍ର ପ୍ରଧାନ । ସ୍ୱାୟତ ଶାସନ ଦିବସ ଉପଲକ୍ଷେ କଟକ ବାସୀ ଙ୍କ ପାଇଁ 100 କୋଟି ଟଙ୍କା ପକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଭିସି ଜରିଆର ଉପସ୍ଥିତ ରହିବେ।(read entire article)
View : 128 Times
Category : General

ସ୍ଥାନୀୟ ଭାଷା, ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହନ    Submitted as: Argus News
ଘରୋଇ ଏଫଏମ ରେଡିଓ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନୀୟ ଭାଷା, ସଂସ୍କୃତି ଓ ପରମ୍ପରାକୁ ସରକାରଙ୍କ ପ୍ରୋତ୍ସାହନ । ଖୁବଶୀଘ୍ର ପୁରୀ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ସମ୍ବଲପୁରରେ 3ଟି ଲେଖାଏ ଏବଂ ବ୍ରହ୍ମପୁରରେ ହେବାକୁ ଯାଉଛି 4ଟି ନୂଆ ଘରୋଇ ଏଫଏମ ରେଡିଓ ଷ୍ଟେସନ । ବୁଧବାର ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଭାରତର 234ଟି ସହରରେ 730ଟି ଘରୋଇ ଏଫଏମ ରେଡିଓ ସେବା ସମ୍ପ୍ରସାରଣକୁ ମିଳିଛି ଅନୁମୋଦନ । ଏହାମଧ୍ୟରେ ରହିଛି ଓଡ଼ିଶାର 6ଟି ସହରରେ 19ଟି ପ୍ରାଇଭେଟ୍‌‌ ଏଫ୍‌‌ଏମ୍‌‌ ରେଡିଓ ଷ୍ଟେସନ୍ ।(read entire article)
View : 103 Times
Category : General

`ମେରେ ମେହବୁବ' ଗୀତକୁ ନେଇ ଟ୍ରୋଲ ହେଲେ ତୃପ୍ତି ଡିମ୍ରି    Submitted as: Argus News
ଆଜିକାଲି ବଲିଉଡରେ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ତୃପ୍ତି ଡିମ୍ରି। ଫିଲ୍ମ 'ଆନିମଲ'ରେ ଖୁବ କମ ସମୟ ପାଇଁ ନଜର ଆସି ରାତାରାତି ବଲିଉଡର ଲୋକପ୍ରିୟ ହେବା ପରେ ତୃପ୍ତିଙ୍କୁ ଫିଲ୍ମ ପରେ ଫିଲ୍ମ ମିଳିବାରେ ଲାଗିଛି। ଗତ କିଛି ମାସ ମଧ୍ୟରେ ସେ ଅନେକ ଫିଲ୍ମରେ ନଜର ଆସିବା ସହ ଅନେକ ଫିଲ୍ମର ଘୋଷଣା ମଧ୍ୟ ହୋଇସାରିଲାଣି। ଏବେ ତାଙ୍କ ଆଗାମୀ ଫିଲ୍ମ 'ବିକି ବିଦ୍ୟା କା ୱ ୱାଲା ମୁଭି ରିଲିଜ୍ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ୍ ସହ କିଛି ଗୀତ ବି ରିଲିଜ୍ ହୋଇଛି। ଏବେ ଏହି ଫିଲ୍ମର ଗୀତ 'ମେରେ ମେହବୁବ'କୁ ନେଇ ତୃପ୍ତିଙ୍କୁ ଟ୍ରୋଲ କରୁଛନ୍ତି ଲୋକେ।(read entire article)
View : 118 Times
Category : General

See As RSS
Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: