Here's the recent articles submitted by abinash das
Articles By abinash das
ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କଲା ଗାଉନ୍
Submitted as: Argus News
ନିଜର ବିବାହକୁ କିଛି ଭିନ୍ନ କରିବା ପାଇଁ ପ୍ରତ୍ୟେକ ଦମ୍ପତି ନିଜ ବାହା ଘରରେ କିଛି ଅଲଗା କରିଥାନ୍ତି । କେହି କେହି ବିବାହ ହଲକୁ ବହୁତ ବଡ଼ କରନ୍ତି ଏବଂ ଅନ୍ୟମାନେ ଲକ୍ଷ ଲକ୍ଷରେ ଟଙ୍କାର ପୋଷାକ ପିନ୍ଧିଥାନ୍ତି । ଏପରି କରିଛନ୍ତି ଜଣେ ମହିଳା ଯିଏକି ତାଙ୍କ ବିବାହ ଗାଉନ୍ ଏତେ ବଢ ତିଆରି କରିଥିଲେ ଯେ ଏହା ଏକ ପର୍ବତକୁ ମଧ୍ୟ ଘୋଡାଇ ଦେବ । ବର୍ତ୍ତମାନ ନିଜେ ଭାବନ୍ତୁ ଏହା କେତେ ସମୟ ହେବ ଏବଂ ଏହାକୁ ପ୍ରସ୍ତୁତ କରିବା ପାଇଁ କେତେ ପରିଶ୍ରମ ଆବଶ୍ୟକ ହେବ ।ଏହା ଏତେ ଭିନ୍ନ ଥିଲା ଯେ ତାଙ୍କ ଗାଉନ୍ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।(read
entire article)
View : 104 Times
Category : General
ସକାଳ ଓ ରାତିରେ ମିଠା ଖାଇବା ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୁଏ
Submitted as: Argus News
ଅନେକ ଲୋକ ସକାଳୁ ମିଠା ଜିନିଷରୁ ଦିନ ଆରମ୍ଭ କରନ୍ତି ଏବଂ ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ମିଠା ଜିନିଷ ଖାଇଥା'ନ୍ତି ଏବଂ ଏହି ପରି କରି ସେମାନଙ୍କ ଶରୀରରେ ରୋଗ ପାଇଁ ଘର କରିଥା'ନ୍ତି ଏବଂ ଆସନ୍ତୁ ଜାଣିବା ମିଠା ଖାଇବା ପାଇଁ ଉପଯୁକ୍ତ ସମୟ କ'ଣ ଏବଂ ଆମେ ଏହାକୁ ଅନୁସରଣ କରିବୁ ।(read
entire article)
View : 95 Times
Category : General
ଆଜି ଏହି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ , ଛୁଟି ରହିବ ସ୍କୁଲ
Submitted as: Argus News
ଆଜି କୋରାପୁଟ ଜିଲ୍ଲାରେ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ପ୍ରବଳ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଥିବାରୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବର୍ଷା ବେଳେ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦେଲେ ଜିଲ୍ଲାପାଳ । ନିଜ ପକ୍କା ଘର କିମ୍ବା ଆଶ୍ରୟସ୍ଥଳରେ ରହିବାକୁ କହିଲେ ଜିଲ୍ଲାପାଳ । ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା ଦୁଇ ଦିନରେ ଏହା ଅବପାତରେ ପରିଣତ ହେବ। ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ।(read
entire article)
View : 117 Times
Category : General
କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ "ମୁଁ ବି ସମର୍ଥ" ଆୟୋଜିତ
Submitted as: Argus News
ସୁନାବେଡ଼ା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ "ମୁଁ ବି ସମର୍ଥ" ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅଭାସି ମାଧ୍ୟମରେ କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ମହାନିର୍ଦ୍ଦେଶକ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ। ଆୟୁର୍ବେଦ ବିଜ୍ଞାନ ଶିକ୍ଷା ଲାଭ ସହ ଉଦ୍ୟୋଗୀ ଦିଗରେ ଅନେକ ସୁଯୋଗ ରହିଛି ବୋଲି କହିଛନ୍ତି । ଏଥିସହ ଔଷଧିୟ ବୃକ୍ଷ ଓ ସୁଗନ୍ଧି ଫସଲ ଚାଷ ଦ୍ଵାରା ଅନେକ ଆତ୍ମନିର୍ଭର ହୋଇପରିବେ ବୋଲି ମଧ୍ୟ କହିଥିଲେ। ତାହାସହ ଅନ୍ୟତମ ଅତିଥି ଭାବେ ସି ଏସଆଇଆର ନିଷ୍ଟର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଡକ୍ଟର ସ୍ୱପ୍ନାଲି ହାଜାରିକ ଯୋଗ ଦେଇ ମହିଳା ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ରହିଥିବା ଫେଲୋସିପର ସୁବିଧା ସଂପର୍କରେ କହିଥିଲେ। ଡେରାଡୁନରେ ଥିବା ଭାରତୀୟ ପେଟ୍ରୋଲିୟମ ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡକ୍ଟର ପଙ୍କଜ ଆର୍ଯ୍ୟ ଯୋଗ ଦେଇ ଛାତ୍ରୀ ମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ଚିନ୍ତା କଲେ କ୍ୟାରିୟର ଗଢ଼ିପାରିବେ ବୋଲି କହିଥିଲେ l(read
entire article)
View : 124 Times
Category : General
ଚିନ୍ତା ବଢାଉଛି ବାର୍ଡ ଫ୍ଲୁ , ମରାଗଲାଣି ୩୦ ହଜାର କୁକୁଡା
Submitted as: Argus News
ସତ୍ୟବାଦୀ ଓ ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢିଛି ଚିନ୍ତା । ବର୍ତ୍ତମାନ ସୁଦ୍ଧା ୩୦ ହଜାର କୁକୁଡା ମରାଗଲାଣି । କୁକୁଡ଼ା ମାରିବା ପାଇଁ ୨୧ ଟିମ୍ ଓ ସାନିଟାଇଜ୍ ପାଇଁ ୧୦ଟି ଟିମ ଲାଗିଛି । ଚାଷୀଙ୍କୁ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ନିଷ୍ପତି ନେଇଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ କୁକୁଡ଼ା ପାଇଁ ୭୦ ଟଙ୍କା ଦେବାକୁ ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି ।(read
entire article)
View : 142 Times
Category : General
ପ୍ରତିବର୍ଷ ଚୋରା ଚାଲାଣ ହେଉଛି ଶହ ଶହ କ୍ବିଣ୍ଟାଲ୍ ଗଞ୍ଜେଇ
Submitted as: Argus News
ଗଜପତି ଜିଲ୍ଲାରେ ବେଧଡ଼କ ଗଞ୍ଜେଇ ଚାଷ। ଅପରେସନ୍ ଗ୍ରୀନ୍ କ୍ଲିନ୍ ସତ୍ତ୍ବେ ଥମୁନାହିଁ ଗଞ୍ଜେଇ ଚାଷ। ପ୍ରତିବର୍ଷ ଚୋରା ଚାଲାଣ ହେଉଛି ଶହ ଶହ କ୍ବିଣ୍ଟାଲ୍ ଗଞ୍ଜେଇ। ଗଜପତିରୁ ବ୍ରହ୍ମପୁର, ଫୁଲବାଣୀ ଦେଇ ବିଭିନ୍ନ ରାଜ୍ୟ ଓ ଦେଶ ବାହାରକୁ ଲମ୍ବିଛି ଗଞ୍ଜେଇ ଚାଲାଣ ନେଟୱାର୍କ । ଗଜପତି ଜିଲ୍ଲା ସାରା ଗଞ୍ଜେଇ ପସରା । ମୋହନା, ରା.ଉଦୟଗିରି ଓ ଅଡବା । ଯେଉଁ ଅଞ୍ଚଳକୁ ଗଲେ ଅବାଧରେ ଏକର ଏକର ଜମିରେ ଚାଲିଛି ସବୁଜ ଜହର ଚାଷ । ଅପରେସନ୍ ଗ୍ରୀନ୍ କ୍ଲିନରେ ପୋଲିସ୍ ଚଢାଉ କରି କୋଟି କୋଟି ଟଙ୍କାର ଗଛ କାଟି ପୋଡି ନଷ୍ଟ କରୁଛି। ତଥାପି ମାନୁନାହାନ୍ତି ଗଞ୍ଜେଇ ମାଫିଆ। ବେଧଡ଼କ ଗଞ୍ଜେଇ ଚାଷ କରୁଥିବାବେଳେ ପ୍ରତ୍ୟେକ ଦିନ ହଜାର ହଜାର କୁଇଣ୍ଟାଲ ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି । ଗଜପତିରୁ ବ୍ରହ୍ମପୁର, ଫୁଲବାଣୀ ଦେଇ ରାଜ୍ୟ ତଥା ରାଜ୍ୟ ବାହାର ଓ ଦେଶ ବାହାରକୁ ଲମ୍ବିଛି ଗଞ୍ଜେଇ ନେଟୱାର୍କ ।(read
entire article)
View : 128 Times
Category : General
ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା
Submitted as: Argus News
ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା। ଏଏନଏମ ସେଣ୍ଟର ସ୍ଥାନାନ୍ତର ଦାବିରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ରିଆମାଳ ବ୍ଲକ ଲୁଲଙ୍ଗ ଗ୍ରାମପଞ୍ଚାୟତ ରେଙ୍ଗାଳପାଲି ଗାଁରେ ନିର୍ମାଣ ହେଉଥିବା ଏ.ଏନ୍.ଏମ୍. ସେଣ୍ଟର ପଞ୍ଚାୟତ ସଦର ମହକୁମାରେ ନିର୍ମାଣ ପାଇଁ ଦାବି ହୋଇଛି ।(read
entire article)
View : 118 Times
Category : General
ଆସିଲାଣି ପାର୍ବଣ ଋତୁ, ଚାରିଆଡେ ଜମିବ ପୂଜାର ମାହୋଲ
Submitted as: Argus News
ଆସିଲାଣି ପାର୍ବଣ ଋତୁ। ଚାରିଆଡେ ଜମିବ ପୂଜାର ମାହୋଲ। ଗଣେଶ ପୂଜା ପରେ ପରେ ଦୁର୍ଗାପୂଜା ରେ କମ୍ପିବ ସିଲଭରସିଟି କଟକ। ଏହି ସମୟରେ କିପରି ସହରର ପରିବେଶକୁ ସୁସ୍ଥ ଓ ଅପରାଧ ମୁକ୍ତ ରଖିବ ସେନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ଏକ ସ୍ୱତନ୍ତ୍ର ଅଭିଯାନ। ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ । ଏହି ସଚେତନତା ବାର୍ତ୍ତା କିପରି ସବୁ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଏକ ଗୀତ ହୋଇଛି ରେକର୍ଡ। ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମାନନ୍ଦ ଙ୍କ କମ୍ପୋଜିସନ , ଏସପି କୃଷ୍ଣ ଚନ୍ଦ୍ର ସେଠିଙ୍କ ଲେଖା ଓ ଲିଡିଂ ଗାୟିକା ଦୀପ୍ତିରେଖାଙ୍କ କଣ୍ଠଦାନ ବଳରେ ଏହି ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ ଗୀତଟି ଆଜି କଟକ ମଧୁପାଟଣା ସ୍ଥିତ ମିଳନ ଷ୍ଟୁଡିଓ ରେ ରେକର୍ଡ କାରଯାଇଛି ।(read
entire article)
View : 132 Times
Category : General
ପ୍ରବଳରୁ ଅତି ପ୍ରବଳ ବର୍ଷିବ, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ
Submitted as: Argus News
ସଦୃଶ ଲଘୁଚାପରେ ପରିଣତ ହେଲା ଗତକାଲି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ବର୍ତ୍ତମାନ ଏହା ପଶ୍ଚିମ କେନ୍ଦ୍ରୀୟ ଓ ତତ-ସଂଲଗ୍ନ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳରେ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ମୁହାଁ ହୋଇ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ଫଳରେ ଆଗାମୀ ୩ ଦିନ ଅର୍ଥାତ ୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଂଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାକୁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।(read
entire article)
View : 165 Times
Category : General
ପରିଚାଳନା କମିଟିର ବୈଠକରେ ନିଷ୍ପତ୍ତି; ନାଟମଣ୍ଡପରେ ଲାଗିବ Ac
Submitted as: Argus News
ପରିଚାଳନା କମିଟିର ବୈଠକ ଶେଷ । ଦୀର୍ଘ 4 ଘଣ୍ଟାରୁ ଉର୍ଦ୍ଧ୍ବ ଚାଲିଥିଲା ବୈଠକ । ଶ୍ରୀମନ୍ଦିର ବଜେଟ୍ 2024-25 ଆର୍ଥିକ ବର୍ଷର 413 କୋଟି ଟଙ୍କାର ବ୍ୟୟ ଅଟକଳ । 103 କୋଟି ଟଙ୍କାର ବଳକା ବଜେଟ୍ । ରାଜ୍ୟ ସରକାର 500 କୋଟି ଟଙ୍କାର କର୍ପସ ଫଣ୍ଡ୍ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହୋଇଛି ।(read
entire article)
View : 127 Times
Category : General

