123ArticleOnline Logo
Welcome to 123ArticleOnline.com


Here's the recent articles submitted by abinash das

Articles By abinash das

Page: << <   [41]  42  43  44  45  46    >  >>


ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ପୁଅ-ବୋହୂଙ୍କ ନିସ୍ତୁକ ମାଡ    Submitted as: Argus News
ଭେଣ୍ଡା ବୟସରେ ଦେଶ ସେବା କଲେ, ପରିଣତ ବୟସରେ ପୁଅ ବୋହୂଙ୍କ ସେବା ଅପେକ୍ଷାରେ ଥିଲେ । ବାପା ଯେମିତି ଦେଶ ସେବା କରୁଥିଲେ , ପୁଅ ବି ସେମିତି ଦେଶ ସେବା କରୁଥିଲେ ।(read entire article)
View : 64 Times
Category : General

ନୟାଗଡ଼ରେ ଚାଞ୍ଚଲ୍ୟ: ଗୋଟିଏ ଘରେ ପଡ଼ିରହିଛି ବାପା ଝିଅଙ୍କ ମୃତଦେହ    Submitted as: Argus News
ନୟାଗଡ଼ରୁ ସାମ୍ନାକୁ ଆସିଛି ବଡ଼ ଦୁଃଖଦ ଖବର। ଗୋଟିଏ ଘରେ ପଡ଼ିରହିଛି ବାପ ଝିଅଙ୍କ ମୃତ ଦେହ। ଝିଅକୁ କୌଣସି ବିଷାକ୍ତ ଦ୍ରବ୍ୟ ଦେଇ ବାପା ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୋଲିସ। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏ ଅସ୍ପଷ୍ଟ ରହିଛି। ନୟାଗଡ଼ ସହର ଦେବୋତ୍ତର ଲେନ 4 ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମୃତକ ଦ୍ବୟ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଗତ 3 ମାସ ପୂର୍ବରୁ ଦ୍ୱିତୀୟ ବିବାହ କରିଥିଲେ। ସବୁ କିଛି ଠିକଠାକ ଥିଲା।(read entire article)
View : 36 Times
Category : General

ସଂଘର୍ଷରୁ ମିଳିଛି ସଫଳତା: ଦିନେ ଗାଈ ଚରାଉଥିଲା ଆଜି କିନ୍ତୁ କୋଟିପତି    Submitted as: Argus News
ସଂଘର୍ଷ ତାଙ୍କୁ ବଞ୍ଚିବା ଶିଖେଇଛି। ଜୀବନରେ ସେ ଅନେକ ଉଠାଣି ଗଡ଼ାଣି ଦେଖିଛନ୍ତି। ହାରିଛନ୍ତି ତଥାପି ପଛକୁ ନ ଫେରି ଆଗକୁ ମାଡ଼ି ଚାଲିଛନ୍ତି। ଅପେକ୍ଷା ଯେ ମଣିଷକୁ ସଫଳତା ଆଣିଦିଏ ଏକଥା ପ୍ରମାଣ କରି ଦେଖାଇଛନ୍ତି ଗୁଜରାଟର ରମେଶ ରୂପରେଲିଆ ନାମକ ଜଣେ ବ୍ୟକ୍ତି।(read entire article)
View : 34 Times
Category : General

ସକାଳର ତାଜା ଖବର ସଂକ୍ଷପରେ ....    Submitted as: Argus News
: ଆଜି ଆସିବ ରାଜ୍ୟ ବଜେଟ୍, ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ.....ଆଜି ଅପରାହ୍ନରେ ଚଳିତବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝି। କେଉଁ ଦିଗ ଉପରେ ଫୋକସ ରହିବ ତାହା ଉପରେ ସମସ୍ତଙ୍କ ନଜର(read entire article)
View : 38 Times
Category : General

ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ    Submitted as: Argus News
ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତର ହେମାମୁରା ଗ୍ରାମର ଖମଣସାହି ଓ ମୁଣ୍ଡାସାହିରେ ପ୍ରାୟ ୫୦ ପରିବାର ବସବାସ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ସ୍ଥାୟୀ ରାସ୍ତାଟିଏ ନାହିଁ ଆଗରୁ ଯେଉଁ ରାସ୍ତା ରେ ଯାଉଥିଲେ ଏବେ ତାହା ପାଖରେ ଯାଇଥିବା ରେଳ ଲାଇନ ର ସମ୍ପ୍ରସାରଣ ଯୋଗୁ ରାସ୍ତା ଟି କୁ ସମ୍ପୂର୍ଣ୍ଣ ଭାବରେ ମାଟି ଖୋଲି ଅଣ୍ଡର ବ୍ରିଜ କାମ ନିର୍ମାଣ ଚାଲିଛି । ଆଉ ଗୋଟିଏ ରାସ୍ତାରେ ବର୍ଷା ଯୋଗୁଁ ନାଳରେ ପାଣି ଆସିବାରୁ ଯାତାୟତ ବାଧାସୃଷ୍ଟି ହେଉଛି। ତେଣୁ ଖମଣସାହି ଓ ମୁଣ୍ଡାସାହିର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଥ‌ିବାରୁ ଉକ୍ତ ସାହି ମଧ୍ୟକୁ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ଯାଇ ପାରୁନାହିଁ |(read entire article)
View : 30 Times
Category : General

ସାମ୍ୱାଦିକା ମୃତ: ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କଲା ପୋଲିସ    Submitted as: Argus News
ସାମ୍ୱାଦିକାଙ୍କ ଆତ୍ମହତ୍ୟା ଘଟଣା। ଏହି ଘଟଣାରେ ବନ୍ଧା ହେଲେ ସ୍ୱାମୀ ଶ୍ରୀଧର ଜେନା। ପୋଲିସ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି।ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ ସାମ୍ବାଦିକା। ବାପୁଜୀନଗର ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ GRP ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି। ସାମ୍ବାଦିକା ମଧୁମିତା ପରିଡା ଅଳ୍ପ ଦିନ ହେବ ବିବାହ କରିଥିଲେ। କେଉଁ କାରଣରୁ ଜୀବନ ହାରିଲେ ସେନେଇ ତଦନ୍ତ କରୁଛି ପୋଲିସ। ତେବେ ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡ଼ିଆରେ ଭିଡିଓ ସେୟାର କରିଥିଲେ ମଧୁମିତା। ଯାହାକି ଏବେ ଭାଇରାଲ ହେଉଛି। ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି।(read entire article)
View : 30 Times
Category : General

Oppn, Bjp Trade Charges In Odisha Assembly, Move Breach Of Privilege Notices    Submitted as: Argus News
Odisha Assembly on Monday witnessed a ruckus by the opposition Congress and Biju Janata Dal over Chief Minister Mohan Majhi announcing reservations for Agniveers outside when the House is in session.(read entire article)
View : 23 Times
Category : General

ଶ୍ରୀଲଙ୍କା ସିରିଜ ପୂର୍ବରୁ ବିରାଟ କୋହଲିଙ୍କୁ ଆକ୍ରମଣ    Submitted as: Argus News
ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ହେଉଛନ୍ତି ବିରାଟ କୋହଲି। ଆଉ ଟିମର ସଙ୍କଟମୋଚକ ବୋଲି ତାଙ୍କୁ କୁହାଯାଏ। ବଡ଼ ବଡ଼ ମ୍ୟାଚ କେବଳ ବିରାଟଙ୍କ ପାଇଁ ଇଣ୍ଡିଆ ଟିମ ଜିତିଥାଏ। କିନ୍ତୁ କିଛି ଲୋକ ଏବେ ବିରାଟ କୋହଲିଙ୍କର ମଜାକ ଉଡ଼ାଇଛନ୍ତି। ବୋଧହୁଏ ସେମାନଙ୍କର expectation ବିରାଟଙ୍କୁ ନେଇ ଖୁବ ଅଧିକ।(read entire article)
View : 29 Times
Category : General

ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳା: ରୋହିତ, କୋହଲି, ରାହୁଲ, କୁଲଦୀପ ଫେରିଲେ    Submitted as: Argus News
ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରୀଲଙ୍କା ୦-୩ରେ ଭାରତଠୁ ପରାଜିତ ହେବା ପରେ ଶୁକ୍ରବାରଠୁ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାଗ୍ୟ ପରୀକ୍ଷା କରିବ। କିନ୍ତୁ ଶୃଙ୍ଖଳା ଆରମ୍ଭରୁ ଶ୍ରୀଲଙ୍କାକୁ ବଡ଼ ଝଟ୍‌କା ଲାଗିଛି। ଘରୋଇ ଦଳ ଏବେ ଆହତ ଓ ଅସୁସ୍ଥ ସମସ୍ୟା ଭିତରେ ଗତି କରୁଛି। ଏପରିସ୍ଥିତିରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍‌ ରାହୁଲ ଓ କୁଲଦୀପ ୟାଦବ ଭାରତୀୟ ଦଳ ସହିତ ଯୋଗ ଦେଇସାରିଥିବାରୁ ଶ୍ରୀଲଙ୍କା ଉପରେ ଅତିରିକ୍ତ ଚାପ ରହିବ। ତଥାପି ଫିଟ୍‌ ଥିବା ଦ୍ରୁତ ବୋଲର ଅସିତ ଫର୍ଣ୍ଣାଣ୍ଡୋ ଓ ଅଲରାଉଣ୍ଡର ଚାମିକା କରୁଣାରତ୍ନେଙ୍କୁ ସହାୟତା ଦେବାକୁ ଦୁଇ ନବାଗତ ମହମଦ ସିରାଜ ଓ ଈଶାନ ମାଲିଙ୍ଗାଙ୍କୁ ଶ୍ରୀଲଙ୍କା ଏହି ଶୃଙ୍ଖଳାରେ ସୁଯୋଗ ଦେବାକୁ ଚିନ୍ତା କରୁଛି।(read entire article)
View : 35 Times
Category : General

ପ୍ରାକୃତିକ ଦୁର୍ବିପାକ; 308 ଜଣ ପ୍ରାଣ ହରାଇଥିବାବେଳେ 200 ରୁ ଉର୍ଦ୍ଧ୍ୱ ହେଲେଣି ନିଖୋଜ    Submitted as: Argus News
ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ । କେରଳ ୱାଏନାଡ଼ରେ ପ୍ରକୃତିର ତାଣ୍ଡବରେ 300 ଟପିଲା ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା 308 ଜଣ ପ୍ରାଣ ହରାଇଥିବାବେଳେ ନିଖୋଜ ଅଛନ୍ତି 200ରୁ ଅଧିକ ଲୋକେ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । କେରଳରେ ବର୍ଷା ଥମିବାର ନାଁ ନେଉ ନାହିଁ । ପ୍ରବଳ ବର୍ଷା ଭିତରେ ହିଁ ଚାଲିଛି ମାଟି ତଳୁ ଜୀବନ ଖୋଜା ।(read entire article)
View : 30 Times
Category : General

See As RSS
Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: