Here's the recent articles submitted by abinash das
Articles By abinash das
ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ
Submitted as: Argus News
ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଆଜି ତିନି ରଥ ଦକ୍ଷିଣ ମୋଡ଼ କରାଯିବ। ରଥତ୍ରୟ ଗୁଣ୍ଡିଚାଘର ସିଂହଦ୍ବାର ସମ୍ମୁଖରୁ ଟଣା ହୋଇ ଶରଧାବାଲିରେ ପହଞ୍ଚିବେ। ଏଥିପାଇଁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ପ୍ରସ୍ତୁତି। ବଡ଼ଶଙ୍ଖ ନିକଟରୁ ମୁକ୍ତାକାଶ ରଙ୍ଗମଞ୍ଚ ପର୍ଯ୍ୟନ୍ତ ବାଲି ପଡିଛି। ରଥ ଚାଳନାରେ ଏହା ସହଯୋଗ ହେବ। ଆଜି ସକାଳଧୂପ ପରେ ଠାକୁରଙ୍କ ନିକଟରୁ ଆଜ୍ଞାମାଳ ରଥକୁ ବିଜେ ହେବାପରେ ରଥଟଣା ଆରମ୍ଭ ହେବ। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ବଜ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସି ନାକଚଣା ଦ୍ବାର ସମ୍ମୁଖରେ ପହଞ୍ଚିବ। ଆସନ୍ତା 15 ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଏଣୁ ଦକ୍ଷିଣିମୋଡ଼ରେ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବାକୁ ପ୍ରସ୍ତୁତ ରହିବ।(read
entire article)
View : 30 Times
Category : General
ଚଳିତ ଶ୍ରାବଣ ମାସରେ ରହିବ ୬ ଅଦ୍ଭୁତ ସଂଯୋଗ..
Submitted as: Argus News
ସନାତନ ଧର୍ମରେ ବର୍ଷର 12 ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ, ପ୍ରତ୍ୟେକ ମାସରେ ବିଭିନ୍ନ ଦେବୀ ଦେବତାଙ୍କୁ ପୂଜା କରାଯାଏ। ସେହି ଧାର୍ମିକ ମାସ ମାନଙ୍କ ମଧ୍ୟରୁ ଶ୍ରାବଣ ମାସ ଅନ୍ୟତମ। ଏହି ମାସରେ ଭଗବାନ ଶଙ୍କରଙ୍କୁ ପୂଜା କରିବାର ନିୟମ ରହିଛି। ଶିବଙ୍କ ଭକ୍ତମାନେ ଉତ୍ସାହର ସହିତ ପ୍ରତିବର୍ଷ ଶ୍ରାବଣ ମାସକୁ ଅପେକ୍ଷା କରନ୍ତି | ଧାର୍ମିକ ବିଶ୍ୱାସ ଅନୁଯାୟୀ, ଶ୍ରାବଣରେ କରାଯାଇଥିବା ଶିବ ପୂଜା କଦାପି ଶେଷ ହୁଏ ନୁହେଁ ବୋଲି ବିବେଚନା କରାଯାଏ। ସେହି ସମୟରେ ପୂଜା କଲେ କାହିଁ କେଉଁ ଜନ୍ମର ପୁଣ୍ୟ ପ୍ରାପ୍ତି ହୁଏ। ଶ୍ରାବଣ ମାସରେ ଯଦି ଭଗବାନ ଶିବଙ୍କର ରୁଦ୍ରାଭିଷେକ କରାଯାଏ ତେବେ ମାନସିକଧାରୀଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୁଏ।(read
entire article)
View : 30 Times
Category : General
ବର୍ଷା ଋତୁରେ ଏହି 7 ଶସ୍ୟରୁ ଦୂରେଇ ରୁହନ୍ତୁ..
Submitted as: Argus News
ଯେମିତି ଋତୁ ବଦଳେ, ସେମିତି ଆମ ଶରୀରର ଯତ୍ନର ତରିକା ବି ବଦଳେ । କାରଣ ବର୍ଷକ ୧୨ ମାସ ୬ ଋତୁ ଅନୁସାରେ ଆମେ ନିଜ ନିଜର ଯତ୍ନ ଠିକ୍ ସେହିପରି ଢଙ୍ଗରେ ନେବା ଦରକାର । ନଚେତ୍ କେତେବେଳେ ଶରୀରରେ କି ସମସ୍ୟା ଦେଖାଦେବ ତାହା କିଏ ବା କହିବ ? ତେବେ ଆସନ୍ତୁ ଜାଣିବା କେଉଁ ଋତୁରେ ଆମେ କେମିତି ନିଜ ଶରୀରର ନେବା ଯତ୍ନ?(read
entire article)
View : 45 Times
Category : General
Anderson's Superb Spell, Stokes' 200th Wicket Leaves England 4 Wickets Away From Victory Against Wi
Submitted as: Argus News
In the final match of his career, retiring England fast bowler James Anderson claimed two wickets on the second day as did Gus Atkinson and Ben Stokes to leave West Indies tottering at 79/6 in their second innings and four wickets away from victory in the first Test at the Lord's on Thursday.(read
entire article)
View : 32 Times
Category : General
Wimbledon 2024: Krejcikova Topples Former Winner Rybakina To Reach First Final
Submitted as: Argus News
Three years after making a breakthrough by winning the French Open title in 2021, Barbora Krejcikova of the Czech Republic stormed back after losing the first set to storm into her second Grand Slam singles final after a stirring semifinal win at the Wimbledon on Thursday.(read
entire article)
View : 34 Times
Category : General
Riteish Opens Up On How Srk, Salman Enriched His Journey In The Film Industry
Submitted as: Argus News
Riteish, who will soon be seen in the medical drama ‘Pill' in the lead role of Dr Prakash Chauhan, revealed about his love for Hindi cinema(read
entire article)
View : 25 Times
Category : General
୧୧ ରାତି ଶୋଇଲେନି ଆଉ ପରିଣାମ ଯାହା ହେଲା..
Submitted as: Argus News
ସଠିକ୍ ପରିମାଣରେ ଶୋଇବା ସ୍ବାସ୍ଥ୍ୟ ପାଇଁ ବହୁତ୍ ଆବଶ୍ୟକ। କିନ୍ତୁ ଆଜିକାଲିର ବ୍ୟସ୍ତବହୁଳତା ଜୀବନରେ ଲୋକେ ବହୁତ କମ୍ ସମୟ ଶୋଇବାରେ ଦେଉଛନ୍ତି। ଯାହାଦ୍ବାରା ଅନେକ ରୋଗର ଶୀକାର ମଧ୍ୟ ହେଉଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କର ଉଦାହରଣ ଦେବୁ ଯିଏ ତାଙ୍କ ଜୀବନରେ ଶୋଇବାକୁ ନେଇ ଏମିତି ଭୁଲ କରିଥିଲେ ଯାହାର ପରିଣାମ ସିଏ ଏବେ ଭୋଗୁଛନ୍ତି।(read
entire article)
View : 49 Times
Category : General
ଆସିଲା ନୂଆ ମେସିନ୍, ବଟନ୍ ପ୍ରେସ କଲେ ଜୀବନ ଚାଲିଯିବ
Submitted as: Argus News
ଇଚ୍ଛା ମୃତ୍ୟୁ । ଅର୍ଥାତ୍ ଯେବେ ଜୀବନ ହାରିବାକୁ ଇଚ୍ଛା ହେବ । ଅବଶ୍ୟ ଏନେଇ ଅନେକ ଆଇନକାନୁନ ରହିଛି । କେଉଁ ଦେଶରେ ଏହା ଆଇନ ସମ୍ମତ ହୋଇଥିବା ବେଳେ କେଉଁଠି ଆଇନ ଏହାକୁ ସ୍ଵୀକୃତ ଦେଉନାହିଁ । ଆଉ ଏହାରି ଭିତରେ ଇଚ୍ଛା ମୃତ୍ୟୁକୁ ନେଇ ଏକ ମେସିନ ଆସିଥିବା ଜଣାପଡିଛି । ଯାହାକୁ ନେଇ ଚର୍ଚ୍ଚା ଜୋର । କାରଣ ଇଏ ଏମିତି ଏକ ମେସିନ ଯାହାର ସ୍ଵଚ୍ ଦବାଇବା ମାତ୍ରେ ଆପଣଙ୍କ ଜୀବନ ଚାଲିଯିବ ।(read
entire article)
View : 45 Times
Category : General
ଅଶାନ୍ତ ବାଂଲାଦେଶ:ବଢୁଛି ମୃତକଙ୍କ ଲଂଖ୍ୟା
Submitted as: Argus News
ଅଶାନ୍ତ ହୋଇପଡିଛି ବାଂଲାଦେଶ । ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଜଳୁଛି ବାଂଲାଦେଶରେ ନିଆଁ । ବିକ୍ଷୋଭ ବେଳେ ୧୦୫ରୁ ଅଧିକ ମୃତ ହୋଇଥିବାବେଳେ, ହଜାର ହଜାର ପ୍ରଦର୍ଶନକାରୀ ଆହତ ହୋଇଛନ୍ତି। ବାଂଲାଦେଶରେ ସରକାର ବିରୋଧରେ ଛାତ୍ରଙ୍କ ନାରାବାଜି ଦେଖିବାକୁ ମିଳିଛି । ଛାତ୍ରମାନେ ସରକାରୀ ଟିଭି ‘ବିଟିଭି' ମୁଖ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ। କୋଠା ଭିତରେ ଅନେକ ଲୋକ ଫସି ରହିଥିଲେ। ଶତାଧିକ ବିକ୍ଷୋଭକାରୀ କୋଠା ଭିତରକୁ ପ୍ରବେଶ କରିଥିଲେ। ୬୦ଟି ଗାଡ଼ି ଓ ଅନେକ ସ୍ଥାନରେ ନିଆଁ ଲଗାଇ ଦେଇଥିଲେ।(read
entire article)
View : 52 Times
Category : General
କମଳା ପୂଜାରୀ; ଅସାଧାରଣ ବ୍ୟକ୍ତିତ୍ୱ, ଅତୁଳନୀୟ ଅବଦାନ
Submitted as: Argus News
ପଦ୍ମଶ୍ରୀ କମଳା ପୂଜାରୀ । ଆଦିବାସୀ ଇଲାକାରେ ଜନ୍ମ ହୋଇଥିଲେ ସତ । ହେଲେ ତାଙ୍କ କୃତିତ୍ୱ ଥିଲା ଉଚ୍ଚକୋଟୀର । ଯେଉଁଥିପାଇଁ ସେ ଖାଲି ଆମ ଦେଶରେ ନୁହନ୍ତି ବରଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ ସମ୍ମାନିତ ହୋଇଥିଲେ । ନିଜର ଜୈବିକ କୃଷି ପଦ୍ଧତି ପାଇଁ ସେ ବେଶ ପରଚିତ । ନିଜ ରୁଚିରେ ସେ ବିଭିନ୍ନ କିସମର ଧାନ ସଂରକ୍ଷଣ କରି ରଖିବାରେ ସଫଳ ହୋଇଥିଲେ ।(read
entire article)
View : 47 Times
Category : General