Here's the recent articles submitted by abinash das
Articles By abinash das
Hair Straightening ବାରମ୍ବାର କରୁଛନ୍ତି କି?
Submitted as: Argus News
ଆଜିକାଲି କେଶର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଝିଅମାନେ ବିଭିନ୍ନ ପଦ୍ଧତି ଆପଣାଉଛନ୍ତି ଯେମିତି କି କେଶ ସିଧା କରିବା,କେରାଟିନ୍ ଟ୍ରିଟମେଣ୍ଟ ,ସ୍ପା ଆଦି । ଏସବୁ କଲେ କେଶରେ ବିଭିନ୍ନ କେମିକାଲ କ୍ରିମ ପ୍ରୟୋଗ କରାଯାଏ ଯାହା ଦ୍ବାରା ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ କେଶର ଚମକ ତ ବଢ଼େ ହେଲେ ତା'ର ସାଇଡ଼ ଇଫେକ୍ଟ ବି ଥାଏ ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ।(read
entire article)
View : 78 Times
Category : General
ଗରମରେ : କେମିତି ପିଇବେ ଚା କିମ୍ଵା କଫି
Submitted as: Argus News
ଚା ପିଇବାକୁ ଭଲପାଉଥିବା ଲୋକମାନେ ଜାଣିଛନ୍ତିକି ଗ୍ରୀଷ୍ମ ତୁରେ ଏହାକୁ ପିଇବାର ସଠିକ୍ ଉପାୟ କ'ଣ ଏବଂ ଗୋଟିଏ ଦିନରେ କେତେ କପ୍ ପିଇବା ଉଚିତ୍ ।(read
entire article)
View : 74 Times
Category : General
ଜାଣନ୍ତୁ ଅଧିକ ଖାଇଲେ କେମିତି ଓଜନ କମେ
Submitted as: Argus News
ଫିଟ୍ ରହିବା ସମସ୍ତଙ୍କୁ ପସନ୍ଦ। କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଫିଟ୍ ରହିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଅଫିସରେ ଦିନକୁ ୯ରୁ୧୦ ଘଣ୍ଟା ବସିରହିବାକୁ ପଡ଼ୁଛି। ଯାହା ମେଦ ବହୁଳତାର ବଡ଼ କାରଣ। ଓଜନ ବୃଦ୍ଧି ପାଇଁ କିଛି ଲୋକ ଡ଼ିପ୍ରେସନର ଶୀକାର ମଧ୍ୟ ହୁଅନ୍ତି। କିନ୍ତୁ ଏଥିରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସରଳ ଉପାୟରୁ ଆପଣ ଓଜନ ହ୍ରାସ କରିପାରିବେ। ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହା ଦ୍ବାରା କେବଳ ୧୦ ଦିନରେ ୨ରୁ ୩ କିଲୋ ପର୍ଯ୍ୟନ୍ତ ଓଜନ କମ କରିପାରିବେ।(read
entire article)
View : 106 Times
Category : General
ଛୁଆଙ୍କୁ ବୁଦ୍ଧିମାନ କରିବାକୁ ଆପଣାନ୍ତୁ ଏହି ସବୁ ଟିପ୍ସ୍
Submitted as: Argus News
: ପ୍ରତ୍ୟେକଟି ବାପା ମା ଚାହାଁନ୍ତି ତାଙ୍କ ପିଲାମାନେ ବୁଦ୍ଧିମାନ ହୁଅନ୍ତୁ । ଭଲ ପାଠ ପଢି ସମାଜରେ ନାଁ କରନ୍ତୁ । କୁହାଯାଏ ମାଟିକୁ ଆମେ ଯେମିତି ଆକୃତି ଦେବା ସେ ସେମିତି ଆକୃତି ନେବ । ଠିକ୍ ସେହିପରି ଛୋଟ ଛୁଆଙ୍କୁ ଆମେ ଯେମିତି ଲାଳନ ପାଳନ କରି ଗଢିବା ସେମାନେ ମଧ୍ୟ ସେହିଭଳି ବଡ ହେବେ । ନିଜ ଛୁଆଙ୍କୁ ତ ସବୁ ବାପା ମା' ଭଲ ପାଆନ୍ତି ତାଙ୍କ ପାଇଁ ସବୁକିଛି କରନ୍ତି । ହେଲେ କିଛି ଛୁଆ ଭାରି ବୁଦ୍ଧିମାନ ହୋଇଥାନ୍ତି ।
କ'ଣ ଆପଣମାନେ ବି ଚାହୁଁଛନ୍ତି ନିଜ ପିଲାଙ୍କୁ ବୁଦ୍ଧିମାନ କରିବା ପାଇଁ ? ତେବେ ଆପଣାନ୍ତୁ ଏହି ଟିପ୍ସ୍ ....(read
entire article)
View : 64 Times
Category : General
ସନଗ୍ଲାସ କିଣିବା ପୂର୍ବରୁ ଜାଣିରଖନ୍ତୁ ଏହି କଥା ନହେଲେ ଖରାପ ହୋଇପାରେ ଆପଣଙ୍କ ଆଖି
Submitted as: Argus News
ଖରାଦିନେ ସୂର୍ଯ୍ୟଙ୍କ କିରଣ ଆହୁରି ଶକ୍ତିଶାଳୀ ଥାଏ। ଖାଲି ଆଖିରେ ଘରୁ ବାହାରିବା କଷ୍ଟକର ହୋଇଯାଏ। ସେଥିପାଇଁ କିଛି ଲୋକେ ସନଗ୍ଲାସ ବ୍ୟବହାର କରିଥାନ୍ତି।ଯାହାଦ୍ବାରା ସୂର୍ଯ୍ୟଙ୍କର ଶକ୍ତିଶାଳୀ କିରଣ ଆଖି ଉପରେ ପଡ଼ିନଥାଏ ଏବଂ ଖରାରେ ଯିବା ଆସିବା କରିବା ସହଜ ହୋଇଯାଏ। ଏହା ଆଖିକୁ ସୂର୍ଯ୍ୟଙ୍କ ଅତିବାଇଗଣି ରଙ୍ଗ (UV) କିରଣ ଏବଂ ଉଜ୍ଜ୍ୱଳ ଆଲୋକରୁ ଆଖିକୁ ରକ୍ଷା କରିଥାଏ। ମାର୍କେଟରେ ଆଜିକାଲି ବହୁତ୍ ଧରଣର ସନଗ୍ଲାସ ମିଳୁଛି। କିନ୍ତୁ ଆପଣ କେମିତି ଜାଣିବେ କେଉଁ ସନଗ୍ଲାସ ଆଖି ପାଇଁ ଭଲ ?(read
entire article)
View : 65 Times
Category : General
ଆସନ୍ତାକାଲି ଅକ୍ଷୟ ତୃତୀୟା, ସୁନା କିଣିବା ପୂର୍ବରୁ ଜାଣିନିଅନ୍ତୁ କେତେ ଅଛି ଦାମ
Submitted as: Argus News
ଆସନ୍ତା କାଲି ହେଉଛି ଅକ୍ଷୟତୃତୀୟା। ଓଡ଼ିଆ ମାନଙ୍କର ଏକ ବଡ଼ ପର୍ବ। ଏହି ଦିନ ରଥ କାଠ ଅନୁକୂଳ ହୁଏ। ସୁନା କିଣିବାକୁ ଭାରତୀୟମାନେ ଭାବପ୍ରବଣ ହୋଇଥାନ୍ତି। ଆମର ଏକ ପରମ୍ପରା ରହିଛି ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ସମୃଦ୍ଧତା ଆସିବା ସହ ଶୁଭଫଳ ମିଳିବ ବୋଲି ବିଶ୍ୱାସ କରାଯାଏ। ସେଥିଲାଗି ଏହି ଦିନ ଜୁଏଲର୍ସ ଶପରେ ଲୋକଙ୍କ ଭିଡ ହୋଇଥାଏ। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ସୁନା ଦୋକାନରେ ମନଲାଖି ଅଫର ରଖାଯାଇଥାଏ।(read
entire article)
View : 63 Times
Category : General
ଅକ୍ଷୟ ତୃତୀୟାରେ ତୁଳସୀ ପତ୍ର ତୋଳୁଛନ୍ତି କି ? ହୋଇପାରେ..
Submitted as: Argus News
ଆସନ୍ତାକାଲି ଓଡିଶାର ମହାନ୍ ପର୍ବ ଅକ୍ଷୟ ତୃତୀୟା । ଏହି ପର୍ବର ରହିଛି ଅନେକ ମହତ୍ତ୍ଵ। ଏହି ଦିନ ଅକ୍ଷି ମୁଠି ଅନୁକୂଳ କରାଯାଇଥାଏ । ଏହି ଅକ୍ଷୟ ତୃତୀୟାରେ କିପରି କରିବେ ମା ମହାଲକ୍ଷ୍ମୀଙ୍କୁ ଶାନ୍ତି ? ଏଥିପାଇଁ ମଧ୍ୟ ବିଭିନ୍ନ ଉପାୟ କରିବାକୁ ହେବ । କିନ୍ତୁ ତୁଳସୀ ଗଛ ସହ ଜଡିତ ଏହି ଭୁଲ କରନ୍ତୁ ନାହିଁ କରିଲେ ମା ମହାଲକ୍ଷ୍ମୀଙ୍କ କୋପ ପଡିବ । ତେବେ ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା କଣ କଲେ ମା' ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ ।(read
entire article)
View : 62 Times
Category : General
ରହସ୍ୟମୟ ସମୁଦ୍ର! ପହଁରିବା ନଜାଣିଥିଲେ ବି ବୁଡିବେନି
Submitted as: Argus News
ପହଁରିବା ନଶିଖିଥିଲେ ପାଣିରେ କିଏ ବି ବୁଡ଼ିଯିବ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପୃଥିବୀ ପୃଷ୍ଠରେ ଏମିତି ଏକ ସମୁଦ୍ର ଅଛି ଯେଉଁଠି ଆପଣ ପହଁରିବା ନଜାଣିଥିଲେ ବି ବୁଡ଼ିବେନି। ହଁ ଆଜ୍ଞା ଇସ୍ରାଏଲ୍ ଏବଂ ଜୋର୍ଡାନ ମଧ୍ୟରେ ଏକ ସମୁଦ୍ର ଅଛି ଯାହାର ନାଁ ହେଉଛି ମୃତ ସମୁଦ୍ର ବା ଡେଡ୍ ସି। ଏହି ସମୁଦ୍ରର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏଠାରେ କିଏ ଚାହିଁଲେ ବି ବୁଡ଼ିପାରବେ ନାହିଁ ଏହାର କାରଣ ହେଉଛି ଏହି ସମୁଦ୍ରର ପାଣିରେ ସ୍ବାଭାବିକ ଠାରୁ ବହୁତ ଅଧିକ ଲୁଣ ଅଛି। ସାଧାରଣ ସମୁଦ୍ର ଜଳଠାରୁ ମୃତ ସମୁଦ୍ରର ପାଣି ୧୦ ଗୁଣ ଅଧିକ ଲୁଣିଆ। ପୃଥିବୀ ପୁଷ୍ଠର ସବୁଠାରୁ ନିମ୍ନ ଭାଗରେ ଏହି ଜଳାଶୟ ଅବସ୍ଥିତ।(read
entire article)
View : 65 Times
Category : General
ପ୍ରତିଦିନ ସାବୁନ ବ୍ୟବହାର କଲେ..
Submitted as: Argus News
ସାବୁନ ତେଲ ଏବଂ ଚର୍ବି ମିଶାଇ ସାବୁନ ତିଆରି ହୁଏ ଯାହା ଚର୍ମରେ ଲାଗିଥିବା ମଇଳା ଏବଂ ଦୁର୍ଗନ୍ଧକୁ ଦୂର କରିଥାଏ । ସେଥିପାଇଁ ଅଧିକାଂଶ ଲୋକ ସେମାନଙ୍କର ଦୌନନ୍ଦିନ ଅଭ୍ୟାସରେ ସାବୁନ ବବ୍ୟହାର କରନ୍ତି । ତାପରେ ଆପଣ ଭାବିବେ ଯେ ଯେତେବେଳେ ସାବୁନ ଏତେ ଭଲ ତେବେ ଏଥିରେ କ'ଣ କ୍ଷତି ହେବ ।(read
entire article)
View : 55 Times
Category : General
ପୁଷ୍ପାଙ୍କ ନାମରେ ମାମଲା ରୁଜୁ, ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ଅଭିଯୋଗ
Submitted as: Argus News
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କୁ କିଏ ବା ନଜାଣେ। ହେଲେ ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। କାହିଁକି ନା ଅଲ୍ଲୁଙ୍କ ନାମରେ ମାମଲା ରୁଜୁ ହୋଇଛି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଅଲ୍ଲୁ ଅର୍ଜୁନ କରିଛନ୍ତି କଣ ?(read
entire article)
View : 73 Times
Category : General