123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଭାରତ ଖୁସି-ଦୁଃଖରେ ପାକିସ୍ତାନ !

Profile Picture
By Author: Argus News
Total Articles: 472
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ:ଉପରେ ହସୁଛି ଭିତରେ ଗୁମୁରି କାନ୍ଦୁଛି ପାକିସ୍ତାନ। ସାରା ବିଶ୍ବରେ ଖୁସିର ମାହୋଲ ଥିବାବେଳେ ଏମିତି କଣ ହୋଇଗଲା ପାକିସ୍ତାନର । ଖବର ଭିତରକୁ ଗଲେ ଆପଣ ବୁଝିଯିବେ ଆପେ ଆପେ । ୩୫ ବର୍ଷ ବୟସରେସର୍ବ କନିଷ୍ଠ ବ୍ୟକ୍ତି ଭାବେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି ଜୟ ଶାହ। ୨୦୨୪ଡିସେମ୍ବର୧ରେ ଗ୍ରେଗ୍ଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ ଶାହ। ମିଳିଥିବା ସୂଚନା ଅନୁଯାୟୀ ଆଇସିସି ନିୟମ ଅନୁସାରେ ଅଧ୍ୟକ୍ଷ ନିର୍ବାଚନ ଲାଗି ୧୬ଜଣ ସଦସ୍ୟ ଭୋଟ୍ ଦେଇଥାନ୍ତି,ମାତ୍ର ୧୫ ଭୋଟ୍ ଶାହଙ୍କୁ ...
... ମିଳିଥିବାବେଳେ ଖଣ୍ଡେ ଭୋଟ୍ ମିଳିନଥିଲା ତାହ ପାକିସ୍ତାନ ଦେଇନଥିବା ଚର୍ଚ୍ଚା ହେଉଛି।

ଶାହ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ପରେ ଟେନସନ ବଢିଛି ପାକିସ୍ତାନ। ଉପରେ ପାକ୍ ମିଛରେ ମୁରୁକି ହସୁଛି,ହସ ପଛରେ କୁଆଡେ ଲୁଚିରହିଛି ମିଛ ରାଜନୀତି। ଭିତରେ ପାକିସ୍ତାନ ଖେଳାଳି ରାଗୁଥିବାବେଳେ ଉପରେ କିନ୍ତୁ ଶାହଙ୍କୁ ପ୍ରଶଂସା କରିବାକୁ ଭୁଲିନାହାନ୍ତି। ୟୁନୁସ ଖାନ କହିଛନ୍ତି ଜୟ ଶାହ ଆଇସିସିର ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଖେଳୁଆଡ ମନୋଭାବ ଦେଖାଇବା ଉଚିତ୍,କ୍ରିକେଟର ଉନ୍ନତି ପାଇଁ ଉଦ୍ୟମ କରିବା ଉଚିତ୍ । ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତ ପାକିସ୍ତାନ ଆସୁ । କ୍ରିକେଟ୍ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କକୁ ଉନ୍ନତ କରିବା ଦିଗରେ ପ୍ରୟାସ କରିବା ଉଚିତ୍ ବୋଲି କହିଛନ୍ତି । କିଛି ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନଥିବା ବେଳେ ଏସୀୟା କମ୍ ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଟୁର୍ଣ୍ଣାମେଣ୍ଟରେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥାଏ ।

ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ବିଶ୍ୱର କୋଟି କୋଟି କ୍ରିଡ଼ାପ୍ରେମୀ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି । ୨୦୨୫ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୧୯ ଫବୃୟାରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ତାକୁ ନେଇ ପାକିସ୍ତାନ ଚିନ୍ତାରେ ପଡ଼ିଛି । କାଳେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାର ଦାୟିତ୍ୱ ହାତରୁ ଖସିଯିବତ ଏ ଚିନ୍ତା ଘାରିଛି ସଭିଙ୍କୁ,ଜୟ ଆଇସିସିର ଅଧ୍ୟକ୍ଷ ପରି ଏକ ମୁଖ୍ୟ ପଦରେ ଅଧିଷ୍ଠିତ ହେବା ସ୍ଥିର ହେବା ପରେ ପାକିସ୍ତାନ ଏବେ ବିଳିଭିଳି ହେଉଛି। ୨୦୨୨ ଏସିଆ କପ ପାକିସ୍ତାନରେ ଆୟୋଜନ ହେବାର ଥିଲା । ମାତ୍ର ଭାରତ ପାକିସ୍ତାନ ଯିବାକୁ ମନା କରିଦେବାରୁ ଏହି ଟୁର୍ଣ୍ଣାମେଣ୍ଟକୁ ଅନ୍ୟସ୍ଥାନରେ ହୋଇଥିଲା। ଭାରତ ପାକିସ୍ତାନ ଗସ୍ତ କରିବ କି ନାହିଁ ଏଯାଏ ବିସିସିଆଇ ସ୍ଥିର କରିନାହିଁ,କିନ୍ତୁ ପାକ୍ ଚାହୁଁଛି ଭାରତ ସବୁ ମ୍ୟାଚ୍ ଲାହୋରରେ ଖେଳି ବୋଲି ।ତେବେ ପାକିସ୍ତାନ ବାହାରେ ମଧ୍ୟ କିଛି ମ୍ୟାଚ ଆୟୋଜିତ ହେବ ତେବେ ହାଇବ୍ରିଡ ମଡେଲ ଅଧୀନରେ ଭାରତ ଏହି ଟୁର୍ଣ୍ଣାମେଣ୍ଟ ଖେଳିବ ବୋଲି କୁହାଯାଉଛି, ଯେଉଁଥିରେ ଭାରତର ସମସ୍ତ ମ୍ୟାଚ୍ ପାକିସ୍ତାନ ବାହାରେ ଅନୁଷ୍ଠିତ ହେବ।

ଗତ ବର୍ଷ ଏସିଆ କପ୍ ସମୟରେ ମଧ୍ୟ ଭାରତ ପାକିସ୍ତାନ ଗସ୍ତ କରି ନ ଥିଲା। ଭାରତର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିଲା। ସେହିଭଳି ଯଦି ଚାମ୍ପିଅନ୍ସ ଟ୍ରଫିରେ ହାଇବ୍ରିଡ ମଡେଲରେ ଖେଳାଯାଏ ଭାରତ ମଧ୍ୟ ମ୍ୟାଚ୍ ଖେଳିବାକୁ ରାଜି ହୋଇପାରେ । ହାଇବ୍ରିଡ ମଡେଲ ଅଧୀନରେ ପାକିସ୍ତାନ ବାହାରେ ଏହାର ମ୍ୟାଚ୍ ଆୟୋଜିତ ହେବ। ୟୁଏଇ କିମ୍ବା ଶ୍ରୀଲଙ୍କାରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇପାରେ। ଶାହ ଆଇସିସିର ଅଧ୍ୟକ୍ଷ୍ୟ ହେବା ପରେ ଭାରତ ପାକିସ୍ତାନ ଯିବ କି ନାହିଁ ତାର ପ୍ରତିଶତ ୫୦ ପ୍ରତିଶତ ହଁ ୫୦ ପ୍ରତିଶତ ନାଁ ମଧ୍ୟ ହୋଇପାରେ । ତେବେ ଏନେଇ କଣ ନିଷ୍ପତ୍ତି ନେଉଛି ଆଇସିସି ସମେତ ବିସିସିଆଇ

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 18Word Count: 362See All articles From Author

Add Comment

General Articles

1. International School In Malaysia | Top International School In Malaysia
Author: elisha

2. Sonofit™ | Uk Official | #1 New Hearing Formula
Author: rajesh

3. Essential Benefits Of Digital Marketing Efforts
Author: Anthea Johnson

4. Dissatisfaction Of Even Old-time Customers With Amazon India
Author: Yash Kumar

5. Vidmate App Download For Android
Author: vidmate app

6. Finding The Best Seo Company In Mumbai
Author: Siddhi Dheniya

7. Melasma Laser Treatment For Smooth And Even Skin Tone
Author: pavitra

8. Winter Beauty Package At La Femme Hair, Skin & Bridal Salon At La Femme In Satellite, Ahmedabad
Author: lafemmeindia

9. How To Get Your Clients To Make Faster Payments?
Author: Invoice Temple

10. Discover Why We Are The Best Multispeciality Hospital In Jaipur
Author: YATIKA

11. Gutters, Roofing, Windows, And Sidings | What Comes First?
Author: Gutter Empire LLC

12. The Role Of Technology In Outstation Taxi Bookings
Author: RIDEXPRESS

13. Crystalline Designers
Author: Crystalline

14. Wpc Outdoor Wall Panels
Author: karthik

15. The Importance Of Pharma Hcp Engagement In Modern Healthcare
Author: Jesvira

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: