ALL >> General >> View Article
ପରିଚାଳନା କମିଟିର ବୈଠକରେ ନିଷ୍ପତ୍ତି; ନାଟମଣ୍ଡପରେ ଲାଗିବ Ac
ପୁରୀ: ପରିଚାଳନା କମିଟିର ବୈଠକ ଶେଷ । ଦୀର୍ଘ 4 ଘଣ୍ଟାରୁ ଉର୍ଦ୍ଧ୍ବ ଚାଲିଥିଲା ବୈଠକ । ଶ୍ରୀମନ୍ଦିର ବଜେଟ୍ 2024-25 ଆର୍ଥିକ ବର୍ଷର 413 କୋଟି ଟଙ୍କାର ବ୍ୟୟ ଅଟକଳ । 103 କୋଟି ଟଙ୍କାର ବଳକା ବଜେଟ୍ । ରାଜ୍ୟ ସରକାର 500 କୋଟି ଟଙ୍କାର କର୍ପସ ଫଣ୍ଡ୍ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହୋଇଛି ।
ଜିଲ୍ଲାପାଳ,ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବା ସମ୍ପୃକ୍ତ ନିଯୋଗ ସହ କଥା ହେବେ । ନାଟମଣ୍ଡପରୁ ଆଲମିରା କଢାଯିବ । ମହିଳା,ଛୋଟ ଶିଶୁ,,ବୃଦ୍ଧ ବୃଦ୍ଧା ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା । ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ ...
... କରାଯିବ । ନୀତି ଶୃଙ୍ଖଳିତ ହେବା ଉପରେ ଆଲୋଚନା ହେବ । ନିୟମିତ ହେବ ନୀତି ସବକମିଟି ବୈଠକ । ପ୍ରତ୍ୟେକ ମାସରେ ଅନୁଷ୍ଠିତ ହେବ ନୀତି ସବ କମିଟି ବୈଠକ । ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଏଫ୍ ଏମ୍ ଚ୍ୟାନେଲ ହେବ । ସେବାୟତ କଲ୍ୟାଣ ଉପରେ ଆଲୋଚନା । ସେବକଙ୍କ ପରିବାର ପିଲାଙ୍କ ପାଇଁ ବୃତ୍ତି, ଖେଳ କୁଦରେ ସମ୍ପୃକ୍ତ ପିଲାଙ୍କ ପାଇଁ ପ୍ରୋତ୍ସାହନ। ଜମିଜମା ସମସ୍ୟା ନେଇ ଓରସାକ୍ ସହାୟତାରେ ହେବ ସମାଧାନ।
ପହଣ୍ଡି ଅଘଟଣ ପ୍ରସଙ୍ଗ। ଘଟଣାକୁ ନେଇ ଦୁଖଃ ପ୍ରକାଶ କଲେ ପରିଚାଳନା କମିଟି। ତିନିଜଣିଆ କମିଟିର ରିପୋର୍ଟ ପ୍ରଦାନ। ପୁଣିଥରେ ପହଣ୍ଡି ବିଭ୍ରାଟର ଭିଡିଓ ଦେଖାଯିବ । ଘଟଣାର ପୁନରାବୃତ୍ତି କିଭଳି ନହେବ ସେନେଇ ଆଲୋଚନା ହେଲା । ତଦନ୍ତ ରିପୋର୍ଟ ଅସମ୍ପୂର୍ଣ୍ଣ ବୋଲି କହିଲେ ପରିଚାଳନା କମିଟି । ପୁର୍ନବାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କେଉଁମାନେ ଦାୟୀ କୁହାଯିବ । ପହଣ୍ଡି ସୁପରିଚାଳନା ନେଇ 9ଟି ବିନ୍ଦୁ ଉପରେ ହୋଇଥିଲା ଆଲୋଚନା । ବାଡଗ୍ରାହୀ ନିର୍ଦ୍ଧାରଣ କରିବେ ରଥ ଉପରେ କେତେଜଣ ସେବକ ରହିବେ । ଜିଲ୍ଲାପାଳ ଏସପିଙ୍କୁ ନେଇ କମିଟି ଗଠନ ହେବ । ଛାଟେଣୀ ଭଲକରି ବାନ୍ଧିବାକୁ ଆଲୋଚନା ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. How Much Does Website Maintenance Cost In India?Author: a one flooring
2. Foreign Guide: Navigating Property Ownership In The Uae
Author: Samana
3. Looking For The Perfect Coffee Maker? Here’s How To Get The Best For Your Budget
Author: Ashish
4. Why Patient Concierge Is Essential For Better Medical Support
Author: Jesvira
5. Web Design And Development | Website Redesign
Author: Sathya Technosoft
6. Black Magic Removal In Karnataka
Author: Siddharth Acharya
7. Dubai’s Path To Sustainability: How Green Building Consultancy Paves The Way
Author: Green Building Consultant
8. Cnc Machine Market: Demand Surge In Aerospace And Automotive Sectors
Author: mmr123
9. Boost Your Fertility: 8 Proven Tips From Best Ivf Specialist
Author: Bloom Ivf
10. What Are The Benefits Of Halal Certification In Botswana For Food Exporters?
Author: factocert
11. Skip Hire In Southall: Reliable & Affordable Solutions
Author: Alice wilson
12. Today Jathakam In Kannada
Author: Astrologerkannada
13. Interior Designers, Construction, Building Contractors, And Architecture Near Delhi-ncr
Author: Yash Interior and Construction
14. Top Skills Every Content Writer Needs In 2025
Author: The Mindology
15. 7 Benefits Of Diy Toys For Your Child's Development
Author: Shiva Rastogi