123ArticleOnline Logo
Welcome to 123ArticleOnline.com!
ALL >> General >> View Article

Ias ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର

Profile Picture
By Author: Argus News
Total Articles: 472
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: IAS ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର । ଡ. ବିଜୟ କେତନ ଉପାଧ୍ୟାୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ନିର୍ଦ୍ଦେଶକ ଦାୟିତ୍ଵ ମିଳିଥିବା ବେଳେ, ଆଶିଷ ଠାକରେଙ୍କୁ ରାଜସ୍ଵ ବୋର୍ଡ ସଚିବ ଦାୟିତ୍ଵ ମିଳିଛି । ସେହିପରୀ ନିଖିଲ ପୱନ କଲ୍ୟାଣ ଯାଜପୁର ଜିଲ୍ଲାପାଳ, ଦିଲୀପ ରାଉତରାୟ ଭଦ୍ରକ ଜିଲ୍ଲାପାଳ, ପୂର୍ବରୁ ସିଏମସି କମିଶନର ଦାୟିତ୍ଵରେ ଥିବା ବିଜୟ କୁମାର ଦାଶ ଗଜପତି ଜିଲ୍ଲାପାଳ ଦାୟିତ୍ଵ ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ହେଲେ ସ୍ମୃତିରଞ୍ଜନ ପ୍ରଧାନ, ଜଗତସିଂହପୁରର ନୂଆ ଜିଲ୍ଲାପାଳ ହେଲେ ଜେ. ସୋନାଲ, ପାରୁଲ ପତେୱାରୀ ହେଲେ ରାୟଗଡ଼ା ଜିଲ୍ଲାପାଳ, ପାୱାର ସଚିନ ପ୍ରକାଶ ହେଲେ କଳାହାଣ୍ଡି ଜିଲ୍ଲାପାଳ । ଏହା ସହ ଢେଙ୍କାନାଳ ଜିଲ୍ଲାପାଳ ଅମୃତ ଋତୁରାଜ ହେଲେ କନ୍ଧମାଳ ଜିଲ୍ଲାପାଳ ।

ଭଦ୍ରକ ଜିଲ୍ଲାପାଳ ସିଦ୍ଦେଶ୍ବର ବଳିରାମ ବନ୍ଦରଙ୍କୁ ସମ୍ବଲପୁର ଜିଲ୍ଲାପାଳ ଦାୟିତ୍ବ ମିଳିଛି । ମୟୂରଭଞ୍ଜଜ ଜିଲ୍ଲାପାଳ ଦାୟିତ୍ବରେ ଥିବା ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ କଟକ ଜିଲ୍ଲାପାଳ ଦାୟିତ୍ବ ମିଳିଛି । ସେହିପରୀ ନିଖିଲ୍ ପୱନ୍ କଲ୍ୟାଣ ହେଲେ SCWD ନିର୍ଦ୍ଦେଶକ, କମଲ ଲୋଚନ ମିଶ୍ର ଓସ୍‌ଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବ ହେଲେ ସ୍ବଧା ଦେବ ସିଂ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 126Word Count: 137See All articles From Author

Add Comment

General Articles

1. Improving Production Quality Using Ai-enhanced Sensor Data
Author: Satya K Vivek

2. Chandeliers In Decorating Home
Author: Chaitanya kumari

3. Usa-based Cpt Coding Solutions By Allzone Management Services
Author: Allzone

4. Optical Solution Design Spain: From Concept To High-performance Systems
Author: Fotonica Gileyva

5. How Commercial Trucking In Brampton Keeps Canadian Supply Chains Moving
Author: Anuj Sharma

6. Dallas Central Appraisal District Property Tax Protest & Savings Support
Author: O'Connor & Associates

7. Create Your Website With Host Sonu Website Builder: A Step-by-step Tutorial
Author: contentcaddy

8. The Growing Demand For Ai Agent Development Services In Modern Enterprises
Author: david

9. Car Window Tinting Dubai – Beat Heat Without Fines
Author: autoglowuae

10. The Role Of A Web3 Design Agency In Bridging The Gap Between Web2 Users And Web3 Platforms
Author: michaeljohnson

11. The "smile Makeover" Checklist: What To Expect At Your Consultation
Author: 32smiles

12. O’connor - Bexar Appraisal District
Author: poc

13. Fenplast Profile: How To Choose Upvc Window & Door Profiles
Author: Fenplast Profile

14. Cosmetics Market: Trends, Growth Drivers, And The Future Of Beauty Industry
Author: komal

15. Why Automated Marketing Is Essential For Modern Educational Institutions
Author: OpenEduCat Inc

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: