123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ପୁଅ-ବୋହୂଙ୍କ ନିସ୍ତୁକ ମାଡ

Profile Picture
By Author: Argus News
Total Articles: 472
Comment this article
Facebook ShareTwitter ShareGoogle+ ShareTwitter Share

କଟକ: ଭେଣ୍ଡା ବୟସରେ ଦେଶ ସେବା କଲେ, ପରିଣତ ବୟସରେ ପୁଅ ବୋହୂଙ୍କ ସେବା ଅପେକ୍ଷାରେ ଥିଲେ । ବାପା ଯେମିତି ଦେଶ ସେବା କରୁଥିଲେ , ପୁଅ ବି ସେମିତି ଦେଶ ସେବା କରୁଥିଲେ । ହେଲେ ବୁଢା ବୟସରେ ବାପାର ସେବା କରିବା ପରିବର୍ତ୍ତେ ନିର୍ଯାତନା ଦେଲେ । ସେ କଥା ନା କାହାକୁ କହିହେଉଛି, ନା ସହି ହେଉଛି । ଇଚ୍ଛା ନଥିଲେ ବି ପୁଅ-ବୋହୂଙ୍କ ନିର୍ଯାତନା ସହି ଆସୁଛନ୍ତି ଏଇ ପୂର୍ବତନ ସେନାଅଧିକାରୀ । ଯାହା ଜଣାପଡିବା ପରେ ଏବେ ପୁରା ରାଜ୍ୟରେ ଚର୍ଚ୍ଚା । ଦୀର୍ଘବର୍ଷ ଭାରତୀୟ ସେନାରେ ଦେଶ ପାଇଁ ସେବା କରିବା ପରେ ଅବସର ନେଇଥିଲେ ଅନ୍ତର୍ଯ୍ୟାମୀ ...
... । ଦୁଇପୁଅରୁ ବଡ଼ ପୁଅ ଅନୀଲ ନାୟକ ସେନାବାହିନୀରୁ ଅବସର ନେଇଥିବାବେଳେ ସାନପୁଅ ଏବେ ଦେଶ ସେବାରେ ନିୟୋଜିତ ଅଛନ୍ତି। ଅନ୍ତର୍ଯ୍ୟାମୀ ବୟସର ଅପରାହ୍ନରେ ପହଞ୍ଚିଥିବାବେଳେ ନିଜ ପୁଅ, ବୋହୁଙ୍କ ଦ୍ବାରା ନିର୍ଯାତିତ ହେଉଥିବା ଅଭିଯୋଗ କରିଛନ୍ତି । ଗତ 4 ମାସ ଧରି ପୁଅ, ବୋହୂ ବୃଦ୍ଧ ବାପା ମାଆଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିବାରୁ ସୁରକ୍ଷା ଲୋଡ଼ିଛନ୍ତି ଦମ୍ପତି ।


କିଛିଦିନ ପୂର୍ବରୁ ବଡ଼ପୁଅର ବିବାହ ବିଚ୍ଛେଦ ହେବାକୁ ଯାଉଥିଲା କିନ୍ତୁ ସାମାଜିକ ଲୋକଲଜ୍ୟାକୁ ଡରି ଅନ୍ତର୍ଯ୍ୟାମୀ ପୁଣିଥରେ ଉଭୟଙ୍କର ବୁଝାମଣା କରାଇଥିଲେ । ନିକଟରେ ପୁଅ ବୋହୁ ନୂଆ ଘରରେ ଏକ କୁକୁର ରଖିବାକୁ ଜିଦ ଧରିଥିଲେ । ଏପରିକି ମା ବିରୋଧ କରିବାକୁ ଉଭୟ ପୁଅ ଓ ବୋହୁ ବର୍ଷା ସମୟରେ ମାକୁ ଘରୁ ବାହାର କରିଦେଇଥିଲେ । ନିର୍ଯାତନା ସୀମା ଟପିବା ପରେ ଅନ୍ତର୍ଯ୍ୟାମୀ ଉଭୟ ପୁଅ ଓ ବୋହୂଙ୍କ ବିରୋଧରେ ଆଠଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ନିଜ ସ୍ବାର୍ଥ ପାଇଁ ବାପା ମାଙ୍କୁ ବି ନିର୍ଯାତନା ଦେଉଛନ୍ତି ପୁଅ ବୋହୁ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ବୃଦ୍ଧ ଦମ୍ପତିଙ୍କ ସୁରକ୍ଷା ସହ ସେମାନଙ୍କ ଭରଣପୋଷଣ ପାଇଁ ବ୍ୟବସ୍ଥା କରାଇବାକୁ ପ୍ରଶାସନ ନିକଟରେ ଗାଁ ଲୋକେ ଦାବି କରିଛନ୍ତି ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 179Word Count: 221See All articles From Author

Add Comment

General Articles

1. Improving Production Quality Using Ai-enhanced Sensor Data
Author: Satya K Vivek

2. Chandeliers In Decorating Home
Author: Chaitanya kumari

3. Usa-based Cpt Coding Solutions By Allzone Management Services
Author: Allzone

4. Optical Solution Design Spain: From Concept To High-performance Systems
Author: Fotonica Gileyva

5. How Commercial Trucking In Brampton Keeps Canadian Supply Chains Moving
Author: Anuj Sharma

6. Dallas Central Appraisal District Property Tax Protest & Savings Support
Author: O'Connor & Associates

7. Create Your Website With Host Sonu Website Builder: A Step-by-step Tutorial
Author: contentcaddy

8. The Growing Demand For Ai Agent Development Services In Modern Enterprises
Author: david

9. Car Window Tinting Dubai – Beat Heat Without Fines
Author: autoglowuae

10. The Role Of A Web3 Design Agency In Bridging The Gap Between Web2 Users And Web3 Platforms
Author: michaeljohnson

11. The "smile Makeover" Checklist: What To Expect At Your Consultation
Author: 32smiles

12. O’connor - Bexar Appraisal District
Author: poc

13. Fenplast Profile: How To Choose Upvc Window & Door Profiles
Author: Fenplast Profile

14. Cosmetics Market: Trends, Growth Drivers, And The Future Of Beauty Industry
Author: komal

15. Why Automated Marketing Is Essential For Modern Educational Institutions
Author: OpenEduCat Inc

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: