123ArticleOnline Logo
Welcome to 123ArticleOnline.com!
ALL >> General >> View Article

ସ୍ଥିତି ସମୀକ୍ଷା କଲେ, 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ମନ୍ତ୍ରୀ

Profile Picture
By Author: Argus News
Total Articles: 472
Comment this article
Facebook ShareTwitter ShareGoogle+ ShareTwitter Share

ଭୁବନେଶ୍ୱର: ଭୁବନେଶ୍ଵରରେ ମୁକୁଳା ଡ୍ରେନ୍‌ରେ ପଡ଼ି ନାବାଳକର ମୃତ୍ୟୁ ଘଟଣା । ଘଟଣାସ୍ଥଳ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ମନ୍ତ୍ରୀ । କାହିଁକି ସ୍ଲାବ୍ ପଡ଼ିନଥିଲା, ବ୍ୟାରିକେଡିଂ ହୋଇନଥିଲା ବିଏମ୍‌ସି କମିଶନରଙ୍କଠାରୁ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ସମ୍ପୃକ୍ତ ଡ୍ରେନ୍ ଅଞ୍ଚଳ ରେଲୱେ ଅଧୀନରେ ଥିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଯାହା ଅଧୀନରେ ଥିଲେ ବି ଚିଠି କରାଯିବ, କାହିଁକି ହେଲା ରିପୋର୍ଟ ଦେବେ । ଯିଏ ବି ଦୋଷୀ ଜଣାପଡ଼ିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରତ୍ୟେକଙ୍କ ଜୀବନ ରକ୍ଷା କରିବା ରାଜ୍ୟ ସରକାରଙ୍କ ଦାୟିତ୍ଵ । 3 ଦିନ ମଧ୍ୟରେ ମୁକୁଳା ଡ୍ରେନ୍‌ରେ ସ୍ଲାବ୍‌ ପଡ଼ିବ, ବ୍ୟାରିକେଡିଂ ହେବ । ମଙ୍ଗଳବାର ରାଜଧାନୀ ଭୁବନେଶ୍ବର ପ୍ରବଳ ବର୍ଷା ହୋଇଥିଲା । ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍‌ କଲୋନୀର ଏସ୍‌କେ ରାଜେଶ୍‌ ଓ ତାଙ୍କ ସାଥୀମାନେ ମୁକୁଳା ଡ୍ରେନ୍‌ ଭିତରକୁ ବେଲୁନ୍‌ ଆଣିବା ପାଇଁ ଗଲାବେଳେ ଡ୍ରେନ ଭିତରେ ଭାସିଯାଇଥିଲେ ।

ସଙ୍କଟାପନ୍ନ ଅବସ୍ଥାରେ ଲକ୍ଷ୍ମୀସାଗର ନିକଟ ନାଳରୁ ଉଦ୍ଧାର ପରେ ନିଆଯାଇଥିଲା କ୍ୟାପିଟାଲ ହସ୍ପିଟାଲ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡ୍ରେନ୍‌ରେ ଭାସି ନାବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତ ରାଜେଶଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢନ୍ତୁ ଓଡିଶା ଖବର...

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 178Word Count: 180See All articles From Author

Add Comment

General Articles

1. Improving Production Quality Using Ai-enhanced Sensor Data
Author: Satya K Vivek

2. Chandeliers In Decorating Home
Author: Chaitanya kumari

3. Usa-based Cpt Coding Solutions By Allzone Management Services
Author: Allzone

4. Optical Solution Design Spain: From Concept To High-performance Systems
Author: Fotonica Gileyva

5. How Commercial Trucking In Brampton Keeps Canadian Supply Chains Moving
Author: Anuj Sharma

6. Dallas Central Appraisal District Property Tax Protest & Savings Support
Author: O'Connor & Associates

7. Create Your Website With Host Sonu Website Builder: A Step-by-step Tutorial
Author: contentcaddy

8. The Growing Demand For Ai Agent Development Services In Modern Enterprises
Author: david

9. Car Window Tinting Dubai – Beat Heat Without Fines
Author: autoglowuae

10. The Role Of A Web3 Design Agency In Bridging The Gap Between Web2 Users And Web3 Platforms
Author: michaeljohnson

11. The "smile Makeover" Checklist: What To Expect At Your Consultation
Author: 32smiles

12. O’connor - Bexar Appraisal District
Author: poc

13. Fenplast Profile: How To Choose Upvc Window & Door Profiles
Author: Fenplast Profile

14. Cosmetics Market: Trends, Growth Drivers, And The Future Of Beauty Industry
Author: komal

15. Why Automated Marketing Is Essential For Modern Educational Institutions
Author: OpenEduCat Inc

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: