ALL >> General >> View Article
2024 ନିର୍ବାଚନର ଫଳାଫଳ; କିଏ କେଉଁଠୁ ଜିତିଲେ ?
ଭୁବନେଶ୍ୱର: 2024 ନିର୍ବାଚନର ଫଳାଫଳ । ବିଜେଡିର ବହୁ ହେଭିୱେଟ୍ ନେତାଙ୍କୁ ହରାଇ ଜିତୁଛି ବିଜେପି । ଭାଙ୍ଗୁଛି ବିଜେଡି ଗଡ । ଦୀର୍ଘ ବର୍ଷ ଧରି ଶାସନରେ ଥିବା ବିଜେଡି ଗଡ ଧରାଶାୟୀ ହୋଇଛି । 5 ଟା ସୁଦ୍ଧା କିଏ କେଉଁ ଆସନରୁ ଜିତିଛି ନଜର ପକାନ୍ତୁ...
ମହାକାଳପଡ଼ା ବିଧାନସଭାରେ ବିଜେପି ବିଜୟୀ
ବିଜେପି ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ବିଜୟୀ
ବିଜେଡିର ଅତନୁ ସବ୍ୟସାଚୀ ନାୟକଙ୍କୁ ହରାଇଲେ ଦୁର୍ଗା
ଭୁବନେଶ୍ୱର-ଏକାମ୍ରରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ହରାଇ ବିଜେପିର ବାବୁ ସିଂ ବିଜୟୀ ହୋଇଛନ୍ତି
ବୌଦ୍ଧରୁ ...
... ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ହରାଇ ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ ହୋଇଛନ୍ତି
ଟିଟିଲାଗଡ଼ ଆସନରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ହରାଇ ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ ହୋଇଛନ୍ତି
କରଞ୍ଜିଆରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ ବିଜୟୀ ହୋଇଛନ୍ତି
ବାଙ୍କୀ- ବିଜେଡି ପ୍ରାର୍ଥୀ ଦେବୀରଂଜନ ତ୍ରିପାଠୀ ବିଜୟୀ, ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀ ହାରିଲେ
ବରଗଡ଼- ବିଜେପିର ଅଶ୍ବିନୀ ଷଡ଼ଙ୍ଗୀ ଜିତିଲେ, ବିଜେଡିର ଦେବେଶ ଆଚାର୍ଯ୍ୟ ହାରିଲେ
ରଣପୁର- ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ, ବିଜେଡିର ସତ୍ୟନାରାୟଣ ପ୍ରଧାନ ହାରିଲେ
ଖଣ୍ଡପଡ଼ା- ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ବିଜୟୀ, ବିଜେଡିର ସାବିତ୍ରୀ ପ୍ରଧାନ ହାରିଲେ
ଘସିପୁରା- ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ବିଜୟୀ, ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକଙ୍କୁ ହରାଇଲେ
ଫୁଲବାଣୀ- ବିଜେପିର ଉମାଚରଣ ମଲ୍ଲିକ ବିଜୟୀ, ବିଜେଡିର ଜୟଶ୍ରୀ କହଁରଙ୍କୁ ହରାଇଲେ ଉମା
ଟିଟିଲାଗଡ଼- ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ, ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ
କୁଚିଣ୍ଡା- ବିଜେପି ପ୍ରାର୍ଥୀ ରବି ନାଏକ ବିଜୟୀ, ବିଜେଡିର ରାଜେନ୍ଦ୍ର ଛତ୍ରିଆଙ୍କୁ ହରାଇଲେ
ଚିଲିକା- ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ବିଜୟୀ, ବିଜେଡିର ରଘୁନାଥ ସାହୁଙ୍କୁ ହରାଇଲେ
ଚିତ୍ରକୋଣ୍ଡା- ଚିତ୍ରକୋଣ୍ଡାରେ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ, ବିଜେପିର ଡମ୍ବରୁ ଶିଶା ହାରିଲେ
ଧର୍ମଗଡ଼- ବିଜେପିର ସୁଧିର ପାଟ୍ଟଯୋଶୀ ୧୮, ୬୮୫ ଭୋଟରେ ବିଜୟୀ, ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ହରାଇଲେ ସୁଧିର
ଝାରସୁଗୁଡ଼ା- ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ, ବିଜେଡିର ଦୀପାଳି ଦାସ ହାରିଲେ
କଣ୍ଟାମାଳ- ବିଜେପିର କହ୍ନେଇ ଚରଣ ଡାଙ୍ଗ ବିଜୟୀ, ବିଜେଡିର ମହିଧର ରଣା ହାରିଲେ
ଖଡ଼ିଆଳ- ବିଜେଡିର ଅଧିରାଜ ପାଣିଗ୍ରାହୀ ବିଜୟୀ, ବିଜେପିର ହିତେଶ ବଗର୍ତ୍ତୀ ହାରିଲେ
ମାଲକାନଗିରି- ବିଜେପି ପ୍ରାର୍ଥୀ ନରସିଂହ ମାଡ଼କାମୀ ବିଜୟୀ, କଂଗ୍ରେସର ମାଲା ମାଢ଼ୀ ହାରିଲେ
ରାଉରକେଲା- ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟୀ, ବିଜେପିର ଦିଲୀପ ରାୟ ହାରିଲେ
ଆନନ୍ଦପୁର- ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବିଜୟୀ, କଂଗ୍ରେସର ଜୟଦେବ ଜେନା ହାରିଲେ
ବରୀ- ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକଙ୍କ ବିପୁଳ ବିଜୟ, ବିଜେପିର ଉମେଶ ଜେନା ହାରିଲେ
ବିଂଝାରପୁର- ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ବିଜୟୀ, ବିଜେପିର ବବିତା ମଲ୍ଲିକ ହାରିଲେ
ଡାବୁଗାଁ- ବିଜେଡିର ମନୋହର ରନ୍ଧାରୀ ବିଜୟୀ, କଂଗ୍ରେସର ଲିପିକା ମାଝୀ ହାରିଲେ
କେନ୍ଦ୍ରାପଡ଼ା- ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା ବିଜୟୀ, ବିଜେପିର ଗୀତାଞ୍ଜଳି ସେଠୀ ହାରିଲେ
ଖୋର୍ଦ୍ଧା- ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ, ବିଜେଡିର ରାଜେନ୍ଦ୍ର ସାହୁ ହାରିଲେ
ରଘୁନାଥପାଲ୍ଲୀ- ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ, ବିଜେଡିର ଅର୍ଚ୍ଚନା ରେଖା ବେହେରା ହାରିଲେ
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. International School In Malaysia | Top International School In MalaysiaAuthor: elisha
2. Sonofit™ | Uk Official | #1 New Hearing Formula
Author: rajesh
3. Essential Benefits Of Digital Marketing Efforts
Author: Anthea Johnson
4. Dissatisfaction Of Even Old-time Customers With Amazon India
Author: Yash Kumar
5. Vidmate App Download For Android
Author: vidmate app
6. Finding The Best Seo Company In Mumbai
Author: Siddhi Dheniya
7. Melasma Laser Treatment For Smooth And Even Skin Tone
Author: pavitra
8. Winter Beauty Package At La Femme Hair, Skin & Bridal Salon At La Femme In Satellite, Ahmedabad
Author: lafemmeindia
9. How To Get Your Clients To Make Faster Payments?
Author: Invoice Temple
10. Discover Why We Are The Best Multispeciality Hospital In Jaipur
Author: YATIKA
11. Gutters, Roofing, Windows, And Sidings | What Comes First?
Author: Gutter Empire LLC
12. The Role Of Technology In Outstation Taxi Bookings
Author: RIDEXPRESS
13. Crystalline Designers
Author: Crystalline
14. Wpc Outdoor Wall Panels
Author: karthik
15. The Importance Of Pharma Hcp Engagement In Modern Healthcare
Author: Jesvira