123ArticleOnline Logo
Welcome to 123ArticleOnline.com!
ALL >> Others >> View Article

ଭଦ୍ରକ ଜିଲ୍ଲାରେ ଲାଗୁ ହେଲା 144 ଧାରା

Profile Picture
By Author: Argus News
Total Articles: 472
Comment this article
Facebook ShareTwitter ShareGoogle+ ShareTwitter Share

ଭଦ୍ରକ: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଲାଗୁ ହେଲା 144 ଧାରା । ଆଜି ସଂଧ୍ୟା 6 ଟାରୁ ଆରମ୍ଭ ହୋଇ ଜୁନ 2 ତାରିଖ ସକାଳ 6 ଟା ପର୍ଯ୍ୟନ୍ତ ଜାରି ରହିବ 144 ଧାରା ।

ସେପଟେ ପରାଜୟ ଭୟରେ ରକ୍ତମୁଖା ସାଜିଛି ବିଜେଡି । ବାସୁଦେବପୁର କରଞ୍ଜମାଳ ଧାନକୁଟା ଛକରେ ରାଜ୍ୟ BJP ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ । ସ୍ଥାନୀୟ BJD ନେତା ରମେଶ ନାୟକ ଓ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଧାମରା ୭ ପଞ୍ଚାୟତର BJD ସଭାପତି ଅଛନ୍ତି BJD ନେତା ରମେଶ ନାୟକ । ଦୁଇଟି ଗାଡ଼ି ଭାଙ୍ଗି ରୁଜି ଯାଇଥିବାବେଳେ ୭ ରୁ ଅଧିକ ବିଜେପି ଯୁବ ମୋର୍ଚ୍ଚା କର୍ମୀ ଆହତ ହୋଇଛନ୍ତି ।

ଧାନକୁଟା ଛକ ନିକଟରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ସହ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଜିତ ସିଂଙ୍କୁ ବିଜେଡି ଦଳର ନେତା ରମେଶ ନାୟକ, ତାଙ୍କ ଭାଇ ଓ ସମର୍ଥକ ମରଣାଆତ୍ମକ ଆକ୍ରମଣ କରିଥିଲେ । ଅଭିଳାଷଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧାମରା ମେଡିକାଲ ପରେ ବସୁଦେବପୁର ସ୍ଥାନାନ୍ତର କରାଯାଇଛି । ବିଜେପି କର୍ମୀଙ୍କ ପକ୍ଷରୁ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ କରି କରଞ୍ଜମାଳ ଛକରେ ରାସ୍ତାରୋକ କରାଯାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 205Word Count: 150See All articles From Author

Add Comment

Others Articles

1. Pune To Mumbai Airport Cab Service | Reliable Airport Transfer Solutions
Author: Pawar Car Rentals

2. High-quality Building Construction Signage Boards & Ms Fabrication Welding Work In Hyderabad
Author: ledneonsigncompany

3. O'connor & Associates
Author: Travis County Property Tax Savings: Appraisal Revi

4. How Transport Logistics Plays A Key Role In Global Supply Chain Management: The Ultimate Guide Step By Step
Author: Fahim Momin

5. Online Group Language Classes: The Best Option To Accelerate The Learning Process And Skills
Author: Garrett Strommen

6. Découvrez Le Drap De Lit En Coton
Author: Rakesh and Malo

7. A Brand’s Journey With Easywebplans It Llc – A Leading Graphic Design Company In Dubai
Author: Easywebplans IT LLC

8. New Holland Tractor- Your Reliable farming Partner In India
Author: khetigaadi

9. Sonalika Tractor : A Mighty Friend Of Indian farmers
Author: khetigaadi

10. Powertrac Tractor: Best companion For Indian Farmers
Author: khetigaadi

11. Swaraj Tractor: A Trusted Farming Partner For Indian Farmers
Author: khetigaadi

12. Massey Ferguson Tractor In India: A Trusted Partner For Farmers
Author: khetigaadi

13. South Sea Pearls: Origin, Quality, Price Factors, And Buying Guide
Author: Rahul DSG

14. The Best And Amazing Home Water Leak Detection Services
Author: Home Leak Detection

15. Wifi Connection In Tirunelveli | Internet Connection In Tirunelveli | Sathya Fibernet
Author: Sathya Fibernet

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: