123ArticleOnline Logo
Welcome to 123ArticleOnline.com!
ALL >> Others >> View Article

Aiimsରେ ଆଶିଷ ସିଂହ ଥିବାବେଳେ କ'ଣ କରୁଥିଲେ ସମର୍ଥ ବର୍ମା ?

Profile Picture
By Author: Argus News
Total Articles: 472
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ଆଇପିଏସ୍‌ ଆଶିଷ ସିଂଙ୍କ ବ୍ଲାକ ଆଣ୍ଡ ହ୍ବାଇଟ୍ ଗେମ୍ । ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ଏମ୍ସରେ ହେଲେ ହାଜର । ଦୀର୍ଘ 4 ଘଣ୍ଟାର ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଦୀର୍ଘ ଘଣ୍ଟା ମେଡିକାଲ ଯାଞ୍ଚ ପରେ ଏମ୍ସ ହସ୍ପିଟାଲରୁ ବାହାରିଲେ IPS ଆଶିଷ ସିଂ । MRI ଏବଂ ଅଲଟ୍ରା ସାଉଣ୍ଡ ସହ ରକ୍ତ ନମୁନା ମଧ୍ୟ ସଂଗ୍ରହ କରାଯାଇଛି ।

ହେଲେ ଆଶିଷ ସିଂହ ଯାଇଥିଲେ କଳା ଗଞ୍ଜି ପିନ୍ଧି, ଫେରିଲେ ଧଳା ଟି ସାର୍ଟରେ । ଖାଲି ଏତିକି ନୁହେଁ AIIMS ପରିସରରେ IAS ସମର୍ଥ ବର୍ମାଙ୍କ ଉପସ୍ଥିତି ବଢାଇଲା ସନ୍ଦେହ ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ମାନି ମେଡିକାଲ ବୋର୍ଡର ସାମ୍ନା କରିବାକୁ ଆଜି AIIMS ଭୁବନେଶ୍ବରରେ ପହଞ୍ଚିଥିଲେ ଆଶିଷ ସିଂ । କିନ୍ତୁ ସେଠାରେ ବଡ ବାବୁ ସମର୍ଥ ବର୍ମାଙ୍କୁ ଦେଖିବାକୁ ମିଳିଥିଲା । ଖାଲି ଏତିକି ନୁହେଁ ଆଶିଷ ସିଂହ ଯିବା ସମୟରେ କଳା ଗଞ୍ଜି ପିନ୍ଧିଥିବାବେଳେ ଫେରିବା ବେଳେ ଧଳା ସାର୍ଟ ପିନ୍ଧିଥିଲେ ।

ଆଶିଷ କାହିଁକି ଖେଳିଲେ ବ୍ଲାକ ଆଣ୍ଡ ହ୍ବାଇଟର ଗେମ୍ ? ଗଣମାଧ୍ୟମକୁ ସାମ୍ନା କରିବାକୁ ଡର କାହିଁକି ? ଆଶିଷ ଥିବା ବେଳେ ଯୋଜନା ବଦ୍ଧ ଭାବେ କାହିଁକି ଗଲେ 2 ବଡ ଅଧିକାରୀ ? ମାନସିକ ସମର୍ଥନ ଦେବାକୁ ନା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ।

ଆହୁରି ପଢନ୍ତୁ ଓଡିଶା ଖବର...

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 160Word Count: 156See All articles From Author

Add Comment

Others Articles

1. Pune To Mumbai Airport Cab Service | Reliable Airport Transfer Solutions
Author: Pawar Car Rentals

2. High-quality Building Construction Signage Boards & Ms Fabrication Welding Work In Hyderabad
Author: ledneonsigncompany

3. O'connor & Associates
Author: Travis County Property Tax Savings: Appraisal Revi

4. How Transport Logistics Plays A Key Role In Global Supply Chain Management: The Ultimate Guide Step By Step
Author: Fahim Momin

5. Online Group Language Classes: The Best Option To Accelerate The Learning Process And Skills
Author: Garrett Strommen

6. Découvrez Le Drap De Lit En Coton
Author: Rakesh and Malo

7. A Brand’s Journey With Easywebplans It Llc – A Leading Graphic Design Company In Dubai
Author: Easywebplans IT LLC

8. New Holland Tractor- Your Reliable farming Partner In India
Author: khetigaadi

9. Sonalika Tractor : A Mighty Friend Of Indian farmers
Author: khetigaadi

10. Powertrac Tractor: Best companion For Indian Farmers
Author: khetigaadi

11. Swaraj Tractor: A Trusted Farming Partner For Indian Farmers
Author: khetigaadi

12. Massey Ferguson Tractor In India: A Trusted Partner For Farmers
Author: khetigaadi

13. South Sea Pearls: Origin, Quality, Price Factors, And Buying Guide
Author: Rahul DSG

14. The Best And Amazing Home Water Leak Detection Services
Author: Home Leak Detection

15. Wifi Connection In Tirunelveli | Internet Connection In Tirunelveli | Sathya Fibernet
Author: Sathya Fibernet

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: